ୱେଲଡିଂ ନିଆଁରୁ ଜଳିଗଲା ଜଳଖିଆ ଦୋକାନ

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ରବିବାର ସକାଳେ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଛି। ବସଷ୍ଟାଣ୍ଡରେ ନୂଆ ଖୋଲିଥିବା ନନା ଜଳଖିଆ ଦୋକାନ ପାଖରେ ଏକ କ୍ୟାବିନରେ ୱେଲଡ଼ିଂ ହେଉଥିଲା। ଏହି ୱେଲଡ଼ିଂ ନିଆଁ ଜଳଖିଆ ଦୋକାନର ଚାଳଉପରେ ପଡ଼ିଥିଲା। ଫଳରେ…

Continue Readingୱେଲଡିଂ ନିଆଁରୁ ଜଳିଗଲା ଜଳଖିଆ ଦୋକାନ

କଳା ବ୍ୟାଜ୍ ପିନ୍ଧିଲେ ଲାବ ଟେକ୍ନିସିଆନ

ଅନୁଗୁଳ : ବିଭିନ୍ନ ଦାବୀ ନେଇ ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ଏହାର ସଦସ୍ୟ ମାନେ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି। କ୍ୟାଡର ରୁଲ୍ରେ ପରିବର୍ତ୍ତନ, ମେଡିକାଲ କଲେଜ ଓ ବ୍ଲଡ଼ ବ୍ୟାଙ୍କରେ ଟେକ୍ନୋଲୋଜିଷ୍ଟ ଏବଂ ଟେକନିକାଲ ଅଫିସର…

Continue Readingକଳା ବ୍ୟାଜ୍ ପିନ୍ଧିଲେ ଲାବ ଟେକ୍ନିସିଆନ

ଅବସରକାଳୀନ ବିଦାୟସଭା

ଅନୁଗୁଳ: ଅନୁଗୁଳ ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଗନ ବିହାରୀ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ…

Continue Readingଅବସରକାଳୀନ ବିଦାୟସଭା

ଦୋକାନରୁ ୨ ଲକ୍ଷ ଟଙ୍କାର ଗହଣା ଚୋରି

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ଶୁକ୍ରବାର ପୂର୍ବାହ୍ନରେ ଭରତପୁର ସ୍ଥିତ ନେହେରୁ ଶତାବ୍ଦୀ ନଗରର ଏକ ଗହଣା ଦୋକାନରୁ ବଡ଼ ଧରଣର ଚୋରି ହୋଇଛି। ମାଲିକ ନଥିବା ବେଳେ କେହି ଦୁର୍ବୃତ୍ତ ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଓ…

Continue Readingଦୋକାନରୁ ୨ ଲକ୍ଷ ଟଙ୍କାର ଗହଣା ଚୋରି

କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ

ଅନୁଗୁଳ: ଅନୁଗୁଳ ସହର ପିଟିସି ଛକ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରକ୍ (ଓଆର୧୯ଏଫ୍‌୭୦୫୫)ରେ ନିଆଁ ଲାଗି ଯାଇଥିଲା। କୌଣସି କାରଣରୁ ଟ୍ରକର ପଛ ଚକାରେ ନିଆଁ ଲାଗିଥିଲା। ତେବେ ଅନୁଗୁଳ ଦମକଳ କେନ୍ଦ୍ରର…

Continue Readingକୋଇଲା ବୋଝେଇ ଟ୍ରକ୍‌ରେ ନିଆଁ

ପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

ଅନୁଗୁଳ: ବହୁ ବାଦବିବାଦ ପରେ ପୌରପାଳିକା ହାତକୁ ଯାଇଛି ଅନୁଗୁଳ ଅମଲାପଡ଼ାର ଦୁର୍ଗାପୂଜା ପଡ଼ିଆ। ପୌର କର୍ତ୍ତୃପକ୍ଷ ଶୁକ୍ରବାର ସକାଳେ ସଦଳବଳ ଯାଇ ବେଆଇନ୍ କଲ୍ୟାଣ ମଣ୍ଡପ ସହ ବିବାହ ମଣ୍ଡପକୁ ସିଲ୍ କରିଛନ୍ତି। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ…

Continue Readingପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

ସମଲ ବ୍ୟାରେଜ ବାସଚ୍ୟୁତ ନିଯୁକ୍ତି ସମସ୍ୟା ନେଇ ସମୀକ୍ଷା ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ ଠାରେ ଉପ-ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ତ୍ରିପାକ୍ଷୀକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୭୯ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ…

Continue Readingସମଲ ବ୍ୟାରେଜ ବାସଚ୍ୟୁତ ନିଯୁକ୍ତି ସମସ୍ୟା ନେଇ ସମୀକ୍ଷା ବୈଠକ

ଅପହୃତ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ସମଲ ଥାନା ଅଞ୍ଚଳରୁ ଅପହୃତ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି | ସମଲ ଥାନା ଅଞ୍ଚଳର ଜଣେ ସପ୍ତମଶ୍ରେଣୀ ଛାତ୍ରୀଙ୍କୁ ବିବାହ ଲୋଭ ଦେଖାଇ ଅପହରଣ କରାଯାଇଥିଲା । ନାବାଳିକାଙ୍କ…

Continue Readingଅପହୃତ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

ପର୍ଫ୍ୟୁମ୍ ଚୋରି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଦୋକାନରୁ ଚୋରି ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଲକ୍ଷ୍ମଣ କୁମାର ସ୍ୱର୍ଣକାର। ତାର ଘର ବିହାରର ସହର୍ସା ଜିଲ୍ଲାରେ ବୋଲି ଜଣାପଡ଼ିଛି। ପୁଲିସ୍‌ ସୂଚନା ମୁତାବକ, ହେମସୁପଡ଼ାର ଶୁଭ୍ରଜିତ୍ ସାମଲଙ୍କ ଏକ…

Continue Readingପର୍ଫ୍ୟୁମ୍ ଚୋରି ଅଭିଯୋଗରେ ଜଣେ ଗିରଫ

‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

ଅନୁଗୁଳ:ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚାୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ପଞ୍ଚାୟତର ୧୧ଟି ଗାଁର ପାଖାପାଖି ୮୦ ଜଣ ଆବେଦନକାରୀ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏ…

Continue Reading‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ