କରୋନା ମୃତକଙ୍କ ପାଇଁ କାଠ ଅଭାବ!
ଅନୁଗୁଳ: ନଭେମ୍ବର ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଥିବା ମୃତକ କରୋନା ରୋଗୀଙ୍କୁ କରଡ଼ାଗାଡ଼ିଆସ୍ଥିତ ସ୍ବତନ୍ତ୍ର ଶ୍ମଶାନ ପୀଠରେ ଦାହ କରାଯାଉଛି। ଏଥିପାଇଁ ପର୍ଯ୍ୟାପ୍ତ କାଠର ଆବଶ୍ୟକତା ରହିଛି। ଅନୁଗୁଳରେ ପର୍ଯ୍ୟାପ୍ତ କାଠ ଉପଲବ୍ଧ ନଥିବା ଜଣାଯାଇଛି। କାଠର…
