୪ରେ ଲକ୍ଷ୍ମୀ ପୂଜା ଭସାଣୀ

ଅନୁଗୁଳ: ଆସନ୍ତା ୪ ତାରିଖରେ ଅନୁଗୁଳ ଲକ୍ଷ୍ମୀ ପୂଜା ସମୂହର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୃଣ୍ମୟ ମୂର୍ତ୍ତିଗୁଡ଼ିକୁ ପୌର ପାଳିକା ଦ୍ଵାରା ନିର୍ମାଣ କରାଯାଇଥିବା ନିକଟବର୍ତ୍ତୀ ଅସ୍ଥାୟୀ ପୋଖରୀରେ…

Continue Reading୪ରେ ଲକ୍ଷ୍ମୀ ପୂଜା ଭସାଣୀ

ବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍‌ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍‌ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍‌…

Continue Readingବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!

ଅନୁଗୁଳ ଡାକ୍ତରଖାନା ସେଣ୍ଟ୍ରାଲ୍‌ ଅକ୍ସିଜେନ୍‌ ସପ୍ଲାଏ ବ୍ୟବସ୍ଥା ପାଇଁ କୁନ୍ଥକୁନ୍ଥ

ଅନୁଗୁଳ: ଅନୁଗୁଳ ଡାକ୍ତରଖାନାର ସମସ୍ୟା ନ କହିବା ଭଲ। ଗୋଟିଏ ଅଡୁଆ ନତୁଟୁଣୁ ଆଉ ଗୋଟିଏ ସମସ୍ୟା ଦେଖାଦେଇଛି। ରୋଗୀଙ୍କ ଶଯ୍ୟା ସହିତ ପାଇପ୍‌ଲାଇନ୍‌ ଗତ ୨ ବର୍ଷ ତଳୁ କିଣାସରିଛି। କିନ୍ତୁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ତାହା ବୁଝାପଡୁନାହିଁ।…

Continue Readingଅନୁଗୁଳ ଡାକ୍ତରଖାନା ସେଣ୍ଟ୍ରାଲ୍‌ ଅକ୍ସିଜେନ୍‌ ସପ୍ଲାଏ ବ୍ୟବସ୍ଥା ପାଇଁ କୁନ୍ଥକୁନ୍ଥ

ଏଣିକି ବ୍ୟାଙ୍କରୁ କାଢ଼ିଲେ ଚାର୍ଜ, ଡିପୋଜିଟ୍‌ କଲେ ବି ଚାର୍ଜ

ଅନୁଗୁଳ: ଏଣିକି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ କର କି କାଢ଼ ଆପଣଙ୍କୁ ଚାର୍ଜ ଲାଗିବ। ବ୍ୟାଙ୍କ ଅଫ୍‌ ବରୋଦା ନଭେମ୍ବର ୧ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା…

Continue Readingଏଣିକି ବ୍ୟାଙ୍କରୁ କାଢ଼ିଲେ ଚାର୍ଜ, ଡିପୋଜିଟ୍‌ କଲେ ବି ଚାର୍ଜ

ମାର୍କେଟ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍

ଅନୁଗୁଳ: ରବିବାର ସଂଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅନୁଗୁଳ ବସଷ୍ଟାଣ୍ଡ ଇଲାକାରେ। ଏଥିରେ କେହି ଗୁରୁତର ଆହତ ହୋଇନଥିଲେ ବି ୪ଟି ବାଇକ୍ ଚୂରମାର୍ ହୋଇଯାଇଛି। ସାଢେ଼ ସାତଟା ବେଳେ ଅମଲାପଡା ଜୟଦୁର୍ଗା ମାର୍କେଟ ଭିତରକୁ ଲୁହାପଥର ବୋଝେଇ ଟ୍ରକ୍…

Continue Readingମାର୍କେଟ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍

ପି.କେ. ସିହ୍ନା ଏମସିଏଲ୍ ନୂଆ ସିଏମଡି

ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସିହ୍ନା ଏନଆଇଟି ରାୟପୁରରୁ…

Continue Readingପି.କେ. ସିହ୍ନା ଏମସିଏଲ୍ ନୂଆ ସିଏମଡି

ଔଷଧ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ

ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍‌ରେ ଆସି ନିର୍ମଳା ମେଡିସିନ୍‌ ଷ୍ଟୋର‌୍‌ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ…

Continue Readingଔଷଧ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ

କରୋନା ଯୋଦ୍ଧା ଯୁବ ଡାକ୍ତର ଆଖି ବୁଜିଲେ

ଅନୁଗୁଳ: କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ସ˚କ୍ରମିତ ହେଲେ। କରୋନାକୁ ପରାଜିତ କରିଥିଲେ ବି ଦୁଇ ମାସ ଧରି ଜୀବନ ସ˚ଘର୍ଷରେ ହାରିଗଲେ ଯୁବ ଡାକ୍ତର ବିଶ୍ବନାଥ ରାଉତ(୪୦)। ତାଳଚେର ଘଣ୍ଟପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ଏହି ଯୁବ…

Continue Readingକରୋନା ଯୋଦ୍ଧା ଯୁବ ଡାକ୍ତର ଆଖି ବୁଜିଲେ

ଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ଅନୁଗୁଳ: ଚଳିତ ବର୍ଷ ଫିକା ମାହୋଲରେ ଆରମ୍ଭ ହୋଇଛି ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା। କୋଭିଡ୍‌ କଟକଣା ଯୋଗୁଁ ବିନା ବାଜା, ତୋରଣ, ଆଲୋକସଜ୍ଜାର ପୂଜା କେବଳ ବିଧି ସ˚ପନ୍ନ ପାଇଁ କରାଯାଉଛି। ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ପରଦା ପଛରେ…

Continue Readingଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ସମାକୋଇରୁ ନାବାଳକର ଶବ ଉଦ୍ଧାର

କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।…

Continue Readingସମାକୋଇରୁ ନାବାଳକର ଶବ ଉଦ୍ଧାର