ସ୍କୁଲ ସ୍ଥାପନା ଦିବସ, କେଉଁଟି ଠିକ୍; ୧୬/୮ ନା ୧୯/୮

ଅନୁଗୁଳ: ସ୍କୁଲ ହେଉଛି ଶିକ୍ଷାର ଏନ୍ତୁଡ଼ିଶାଳ। ଏଠି ଠିକ ଲେଖାଯାଏ,ଠିକ ପଢା ଯାଏ, ସବୁକଥା ଶୃଙ୍ଖଳିତ ହୁଏ। ଏଭଳି କ୍ଷେତ୍ରରେ ଅନୁଗୁଳ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଫଳକରୁ ସ୍ଥାପନା ଦିବସ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସ୍କୁଲ ଫଳକରେ ଦୁଇ…

Continue Readingସ୍କୁଲ ସ୍ଥାପନା ଦିବସ, କେଉଁଟି ଠିକ୍; ୧୬/୮ ନା ୧୯/୮

ଅନୁଗୁଳରେ ବିଓଭି ଚଳାଇଲେ ମହିଳା

ଅନୁଗୁଳ: ଅନୁଗୁଳ ପୌରପାଳିକ।ରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ନିକଟରେ ୧୮ଟି ବିଓଭି ବା ବ୍ୟାଟେରୀ ଅପରଟେଡ଼ ଭେଇକିଲର ଶୁଭାରମ୍ଭ କରିଥିଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ। ଏହି ଚାଳକ ମାନଙ୍କ ମଧ୍ୟରେ ୩ ଜଣ…

Continue Readingଅନୁଗୁଳରେ ବିଓଭି ଚଳାଇଲେ ମହିଳା

ଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ…

Continue Readingଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ନାବାଳିକା ଅପହରଣ ଓ ବଳାତ୍କାର ମାମଲା, ୮ ମାସ ପରେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ବଅଁରପାଳ ଥାନା ପୁଲିସ ଏକଘରିଆ ଗ୍ରାମର ସିପୁ ଓରଫ ପୃଥ୍ବୀରାଜ ନାଏକ(୨୪) କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଆଠ ମାସ ତଳେ ତେଣ୍ଟୁଲୋଇ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ…

Continue Readingନାବାଳିକା ଅପହରଣ ଓ ବଳାତ୍କାର ମାମଲା, ୮ ମାସ ପରେ ଅଭିଯୁକ୍ତ ଗିରଫ

ଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

ଅନୁଗୁଳ: ବୁଧବାର ବହୁମୁଖୀ ଶୃଙ୍ଖଳା ଟିମ୍‌ ଅନୁଗୁଳ ସହର ବିଭିନ୍ନ ଗହଣା ଦୋକାନରେ ଚଢ଼ାଉ କରିଥିଲା। ବିଶେଷ କରି ଗହଣା ଦୋକାନରେ ଥିବା ଓଜନ ମେସିନ୍ ଯାଞ୍ଚ କରାଯାଇଥିଲା। ଟିମ୍ ସହରର ପ୍ରାୟ ୬ଟି ଦୋକାନରେ ଯାଞ୍ଚ କରିଥିବା ବେଳେ ଡେଲିମାର୍କେଟ୍…

Continue Readingଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଅନୁଗୁଳ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା…

Continue Readingତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ତାଳଚେର ହାଟତୋଟା ସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ…

Continue Readingଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ

ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସୋମବାର କୁଶପଙ୍ଗି ଗାଁର ଖୁକେନ୍ଦ୍ର ସାମଲଙ୍କ ଘରୁ କିଛି ଗୃହ ନିର୍ମାଣ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ…

Continue Readingଚୋରି ଅଭିଯୋଗରେ ୨ ଗିରଫ

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ। ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର ଜିତେନ୍ଦ୍ର ଧଳ । ଅଭିଯୁକ୍ତ…

Continue Readingଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଜିଲ୍ଲାପାଳ,ବିଡିଓଙ୍କୁ ଭେଟିଲେ ଯୁବଗୋଷ୍ଠୀ

ଅନୁଗୁଳ: ଗାଁ’ ଗାଁ’ରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଉଛି। ମାତ୍ର ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ଏକମାତ୍ର ଖେଳପଡ଼ିଆ ଅବହେଳିତ ହୋଇପଡ଼ିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନଥିବା ପ୍ରତିବାଦରେ ସୋମବାର ଗ୍ରାମର ମା’ ଦକ୍ଷିଣକାଳୀ କ୍ଲବ୍‌ର ସଦସ୍ୟମାନେ…

Continue Readingଜିଲ୍ଲାପାଳ,ବିଡିଓଙ୍କୁ ଭେଟିଲେ ଯୁବଗୋଷ୍ଠୀ