ବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମସ୍ଥିତ ନେହରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ପ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। କଞ୍ଜର୍ଭେସନ ଅଫ ନାଚୁରାଲ, ଏନଭରମେଣ୍ଟ ଆଣ୍ଡ…

Continue Readingବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

ଛେଣ୍ଡିପଦା: ଡି.ଆଇ.ଇ.ଟି ଅନୁଗୁଳରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ତାଲିମ୍ ପ୍ରକୋଷ୍ଠରେ ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଗୁରୁଛାତ୍ରଛାତ୍ରୀ ଯୋଗଦେଇଥିଲେ।ସଭାରେ ପ୍ରଥମେ ଭାରତର ମହାକାଶ ଯାତ୍ରାର ସ୍ମୃତିଚାରଣ ହୋଇଥିଲା ।…

Continue Readingଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଠାରୁ ଦ୍ୱିତୀୟ ଶ୍ରେଣୀ(ଆଧାର ସ୍ତର) ପର୍ଯ୍ୟନ୍ତ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ ମାନସ କୁମାର ବେହେରା ମୁଖ୍ୟ…

Continue Readingସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ, ୨ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଓ ଜମୁନାଳି ଗାଁ ନିକଟରେ ଚାଲିଥିବା ଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ କରି ଗ୍ରାମବାସୀ ୨ଜଣ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସୂଚନା ମୁତାବକ, ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା…

Continue Readingଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ, ୨ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି। ଅନୁଗୁଳରୁ…

Continue Readingଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା

ଅନୁଗୁଳ:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ। ୨୦୨୧ ମସିହାର ଏକ ମାମଲାର ଶୁଣାଣି କରି ଜଜ ଏହି ରାୟ ଦେଇଛନ୍ତି। ସୂଚନା ମୁତାବକ, ଗତ ୧୬. ୧୧. ୨୦୨୧…

Continue Readingଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା

ନାଲକୋ ନଗରରେ ବିଶ୍ବକର୍ମା ପୂଜା ପ୍ରସ୍ତୁତି ବୈଠକ: ଏଥରକ ୧୯ଟି ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆସନ୍ତା ୧୭ ତାରିଖରୁ ସପ୍ତାହ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏସ.ଆଣ୍ଡ.ପି କମ୍ପ୍ଲେକ୍ସର ଇଡି ଶ୍ରୀନିବାସ ସୁବ୍ରମଣ୍ୟମ ନୋରେଲାଙ୍କ ଅଧ୍ୟକ୍ଷତାରେ ନାଲକୋ ପ୍ରାଶାସନିକ…

Continue Readingନାଲକୋ ନଗରରେ ବିଶ୍ବକର୍ମା ପୂଜା ପ୍ରସ୍ତୁତି ବୈଠକ: ଏଥରକ ୧୯ଟି ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ

ହଠାତ ରାସ୍ତାରେ ହେଲା ୧୦ ଫୁଟର ଗାତ, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡା ରାଜସ୍ୱ କାର୍ଯ୍ୟାଳୟ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଶୁକ୍ରବାର ଦଶ ଫୁଟର ଗର୍ତ୍ତ ହୋଇଛି। ଏତେ ବଡ଼ ଗର୍ତ୍ତ ଦେଖିବା ପରେ ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକ ଯାତାୟାତ ବନ୍ଦ କରିବା…

Continue Readingହଠାତ ରାସ୍ତାରେ ହେଲା ୧୦ ଫୁଟର ଗାତ, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ ଗସ୍ତରେ ରାଜ୍ୟ ମାନବାଧିକାର ସଭାପତି, ଶୁଣିଲେ ହରିଚନ୍ଦନପୁର ଗ୍ରାମବାସୀଙ୍କ ଦୁଃଖ

ଅନୁଗୁଳ: ଦୁନିଆ ଆଗକୁ ଯାଉଛି। କିନ୍ତୁ ଆଧୁନିକ ଯୁଗ ସହ ତାଳଦେଇ ବଢ଼ିପାରୁନାହାନ୍ତି ଶିଳ୍ପନଗରୀ ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତର ହରିଚନ୍ଦନପୁର ଗ୍ରାମବାସୀ। ଗାଁରେ ଆଜି ବି ମୋବାଇଲ ନେଟୱର୍କ ଆସୁନାହିଁ। ଫଳରେ ଲୋକେ ଯୋଗାଯୋଗରୁ ବିଚ୍ଛିନ୍ନ ହେବା…

Continue Readingଅନୁଗୁଳ ଗସ୍ତରେ ରାଜ୍ୟ ମାନବାଧିକାର ସଭାପତି, ଶୁଣିଲେ ହରିଚନ୍ଦନପୁର ଗ୍ରାମବାସୀଙ୍କ ଦୁଃଖ

ସାମାଜିକ ଗଣମାଧ୍ୟମରେ କଲରାପତାରିଆ ବାଘ: ଗଜସାଥୀ ହ୍ଵାଟ୍ସଆପ ଗ୍ରୁପରୁ ହେଉଛି ଭାଇରଲ

ଅନୁଗୁଳ: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ କଂଜା ଅଞ୍ଚଳରେ ଗତ ବୁଧବାର ଏକ କଲରାପତରିଆ ବାଘ ଦେଖାଯାଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏପରିକି ହ୍ଵାଟ୍ସଆପ ଗ୍ରୁପରୁ ଗ୍ରୁପକୁ ଏହା ଫରୱାର୍ଡ ହେଉଛି। କିନ୍ତୁ ଏହା କେଉଁଠିକାର ଚିତ୍ର ଏ ପର୍ଯ୍ୟନ୍ତ…

Continue Readingସାମାଜିକ ଗଣମାଧ୍ୟମରେ କଲରାପତାରିଆ ବାଘ: ଗଜସାଥୀ ହ୍ଵାଟ୍ସଆପ ଗ୍ରୁପରୁ ହେଉଛି ଭାଇରଲ