ବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା

ଅନୁଗୁଳ:;ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କ୍ରୀଡାବିତ ବରୁଣ କୁମାର ସାହୁଙ୍କ ପରଲୋକରେ ଅମଲାପଡ଼ା ବାସନ୍ତୀ ପାଠାଗାର ଠାରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ବାସନ୍ତୀ ଦୁର୍ଗା ପୂଜା କମିଟି ଓ ଅନୁଗୁଳ କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି…

Continue Readingବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା

ଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଅନୁଗୁଳ: ବଅଁରପାଳ ଥାନା ଅଧୀନ ତୁଳସୀପାଳ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ (OD09 R 2489) ଅନୁଗୁଳ…

Continue Readingଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଜିଲ୍ଲା କ୍ରିକେଟର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ: ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋର ଓ ଯୁବ କ୍ରିକେଟ ଖେଳାଳୀ ମାନେ ଚମତ୍କାର ଖେଳୁଛନ୍ତି। ରାଜ୍ୟ କ୍ରିକେଟର ବିଭିନ୍ନ ଫର୍ମାଟ ସେମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ଅନୁଗୁଳ କ୍ରିକେଟ ଆସୋସିଏସନ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା…

Continue Readingଜିଲ୍ଲା କ୍ରିକେଟର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ: ବିଧାୟକ

ରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି କିମ୍ବା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ଦାବିରେ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ, ୨ ବର୍ଷ ହେଲାଣି ମାଡ଼ିବସିଛନ୍ତି ସରକାରୀ ଘର

ଅନୁଗୁଳ: ଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ। ୨ ବର୍ଷ ହେଲାଣି ସରକାରୀ ଘର ଖାଲି କରୁନାହାନ୍ତି ଠିକା କର୍ମଚାରୀ। ଅନୁଗୁଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୁଳ ସହରର ଜନ ସ୍ଵାସ୍ଥ୍ୟ ବିଭାଗ(ପିଏଚଡି)ର କ୍ୱାର୍ଟର୍ସକୁ ବର୍ଷ ବର୍ଷ ଧରି…

Continue Readingଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ, ୨ ବର୍ଷ ହେଲାଣି ମାଡ଼ିବସିଛନ୍ତି ସରକାରୀ ଘର

ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରଶଂସା

ଅନୁଗୁଳ: ଅନୁଗୁଳ ପୌରପାଳିକାର ଲକ୍ଷ୍ମଣ ଗୋଚ୍ଛାୟତ ନାମକ ସଫେଇ କର୍ମଚାରୀଙ୍କ ଗତ ୩୦ ତାରିଖ ଦିନ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହକୁ ଯେଭଳି ଢଙ୍ଗରେ ପାଳନ କରାଗଲା ସେଥିନେଇ ନଗରଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ନିର୍ବାହୀ ଅଧିକାରୀଙ୍କୁ…

Continue Readingଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରଶଂସା

ସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

ପାଳଲହଡ଼ା: ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମନ୍ତ୍ରୀଙ୍କୁ ସ୍ଵାଗତ କରି…

Continue Readingସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

କୁମଣ୍ଡରେ ପାକିସ୍ଥାନୀ ପତାକାକୁ ନେଇ ଚର୍ଚ୍ଚା !

ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ କୁମଣ୍ଡ ଗାଁ କେନାଲ ରୋଡରେ ଜଣେ ବ୍ୟକ୍ତି ତାଙ୍କ ଘରେ ପାକିସ୍ଥାନୀ ପତାକା ଉଡାଉ ଥିବା ନେଇ ଆଜି ଚର୍ଚ୍ଚା ହୋଇଥିଲା। ତେବେ କିଛି ପାଖ ପିଲା ଏହାର ଫଟୋ ଉଠାଇବାରୁ ବ୍ୟକ୍ତି ଜଣକ ପତାକା…

Continue Readingକୁମଣ୍ଡରେ ପାକିସ୍ଥାନୀ ପତାକାକୁ ନେଇ ଚର୍ଚ୍ଚା !

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ହୋଇଥିବା ପ୍ରୀୟାଂଶୁ ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ଉପ ବାଚସ୍ପତି

ଅନୁଗୋଳ: ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ପ୍ରୀୟାଂଶୁ ପାଲ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅବସରପ୍ରାପ୍ତ ସୁବେଦାର ମେଜର ସନ୍ତୋଷ କୁମାର…

Continue Readingଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ହୋଇଥିବା ପ୍ରୀୟାଂଶୁ ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ଉପ ବାଚସ୍ପତି

ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ: ପାର୍କ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୁଳ: ନିକଟରେ ଅନୁଗୁଳ ଅର୍ଥତତ୍ତ୍ୱ ପାର୍କରେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ କେହି ପାଚେରୀ ବାହାରୁ ରେକର୍ଡ କରି ଭାଇରଲ କରି ଦେଇଥିଲା। ଏହା ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ଶୁକ୍ରବାର ପୌରପାଳିକା ପାର୍କ ପରିଚାଳକଙ୍କୁ ସାତ ଦିନିଆ…

Continue Readingପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ: ପାର୍କ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ