ଥଇଥାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା ଗ୍ରାମବାସୀ, ପ୍ରତିଶ୍ରୁତି ପରେ ଓହରିଲେ
ଅନୁଗୁଳ: ପୁଣି ଆନ୍ଦୋଳନ, ପୁଣି ପ୍ରତିବାଦ। ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା ଜରଡ଼ା ଗ୍ରାମବାସୀ ପୁଣି ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରସ୍ତାବିତ ପଥରମୁଣ୍ଡା ରକବା ପୁନର୍ବସତି ସ୍ଥାନରେ ଥଇଥାନ କରିବା ପାଇଁ କୋଇଲା ଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀ ବୁଧବାର…
