ଚୋରା ବାଇକ୍ ଜବତ, ଚାଳକ ଗିରଫ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…
କଣିହାଁ: ଶୁକ୍ରବାର କଣିହାଁ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୩୯୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପୁଞ୍ଜିକୃତ…
ତାଳଚେର: ପବିତ୍ର କାର୍ତ୍ତିକ ପଞ୍ଚୁକ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପୀ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ବୁଧବାର ଦିନ ସମାପନ ହୋଇଯାଇଛି। ରାଜଗୁରୁ ପଙ୍କଜ…
ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳର ଲୁହାମୁଣ୍ଡା ଠାରେ ଶୁକ୍ରବାର ଭୋର ୫ଟା ସମୟରେ ଏକ ତୀର୍ଥଯାତ୍ରୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ଧକ୍କା ଦେଇ ପିଟି ହୋଇଯାଇଥିଲା।…
ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବୈତରଣୀ ପଶ୍ଚିମ କୋଇଲା ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଛି। ଏଥିସହ ଚଷମା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟ୍ ମିନେରାଲ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଜିଏମ୍ଡିସି)ର ସାମାଜିକ ଦାୟିତ୍ୱ ଶାଖା…
ଅନୁଗୁଳ: ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରି ଚରଣ ଭୂତିଆଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ସ୍ବର୍ଗତ ଭୁତିଆ ପଡ଼ିଆଭଙ୍ଗା,ଗୋବରା,ଠାକୁରଗଡ଼…
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର 'ଆତ୍ମା' (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ କଣିହାଁ ଓ ତାଳଚେର ବିକାଶ ମଞ୍ଚର ଯୁବ ସାମାଜିକ କର୍ମୀମାନେ ଆଶୀର୍ବାଦ ଗ୍ରହଣ କରି ସମାଜ ମଙ୍ଗଳ କାମନା କରିଛନ୍ତି। ଯୁବ ସାମାଜିକ…
ଡଙ୍ଗା ଭସା ସହ ସରିଲା ଧର୍ମମାସ କାର୍ତ୍ତିକ। କାର୍ତ୍ତିକରେ ଆମେ ହିନ୍ଦୁ ଆମିଷ ଛାଡ଼ିଥାଉ। ପବିତ୍ର ମାସରେ ମାଛ, ମାଂସ, ଅଣ୍ଡା ଆଦି ଧର୍ମ ନଷ୍ଟ କରିଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ଏଣୁ ଅଧିକାଂଶ ହିନ୍ଦୁ ଲୋକ…
ଭୁବନେଶ୍ବର: ରାଜ୍ୟକୁ ଛୁଇଁଛି ଶୀତ। ପହିଲି ଶୀତର ସ୍ପର୍ଶରେ ପରିବେଶ ଶୀତଳ ହୋଇପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିଛି। ରାଜ୍ୟର ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ…