ପୂଜା ପାଇଁ ଆଗୁଆ ମିଳିବ ଦରମା

ସରକାରୀ କର୍ମଚାରୀଙ୍କ ସେପ୍ଟେମ୍ବର ମାସର ଦରମାକୁ୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ…

Continue Readingପୂଜା ପାଇଁ ଆଗୁଆ ମିଳିବ ଦରମା

ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ତାଳଚେର: ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଘୋଡ଼ାଶାଳ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ପୂଜକମାନେ ଶୁକ୍ଳବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଇ କଳାଶାଢ଼ୀ,…

Continue Readingମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ଶିଶୁ ଯୌନ ଶୋଷଣ ରକ୍ଷା ଆଇନ ଓ କ୍ଷତିପୂରଣ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ମଙ୍ଗଳବାର ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଠମଲ୍ଲିକ ମହାବିଦ୍ୟାଳୟରେ ଶିଶୁ ଯୌନ ଶୋଷଣ ରକ୍ଷା (ପୋକ୍ସୋ) ଆଇନ ଓ ଶୋଷଣ କ୍ଷତିପୂରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଶିଶୁ ଯୌନ ଶୋଷଣ ରକ୍ଷା ଆଇନ ଓ କ୍ଷତିପୂରଣ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ ପୋଲିସର ଅପରେସନ “ଅଗ୍ନି”, ୧.୫ କୋଟିର ବାଣ ଜବତ, ୧୩ ଗିରଫ

ଅନୁଗୁଳ: ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ଅପରେସନ "ଅଗ୍ନି" ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧.୫ କୋଟି ଟଙ୍କାର ବେଆଇନ ବାଣ ଜବତ କରିଛି ଏବଂ ୧୩ ଜଣଙ୍କୁ ଗିରଫ କରିଛି। ଏସପି ରାହୁଲ ଜୈନଙ୍କ…

Continue Readingଅନୁଗୁଳ ପୋଲିସର ଅପରେସନ “ଅଗ୍ନି”, ୧.୫ କୋଟିର ବାଣ ଜବତ, ୧୩ ଗିରଫ

ପତ୍ନୀ ଓ ଝିଅ ନିଖୋଜ, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଧୀନ ହୁଲୁରିସିଙ୍ଗା ଅଞ୍ଚଳର ଅଭୟ ଚନ୍ଦ୍ର ପରିଡା (୪୦) ତାଙ୍କ ପତ୍ନୀ ଓ ସାନ ଝିଅର ନିଖୋଜ ଘଟଣା ନେଇ ସୋମବାର ଥାନାରେ ଏତଲା ଦାଖଲ କରିଛନ୍ତି। ଅଭୟଙ୍କ ଅଭିଯୋଗ ମୁତାବକ, ତାଙ୍କ ପତ୍ନୀ ଓ…

Continue Readingପତ୍ନୀ ଓ ଝିଅ ନିଖୋଜ, ଥାନାରେ ଏତଲା

ନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା…

Continue Readingନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

ଅନୁଗୁଳ: ସରକାରୀ ଜମି ବିକୁଛନ୍ତି ଦଲାଲ। ଅନୁଗୁଳରେ ସମସ୍ତଙ୍କ ଜାଣତରେ ସରକାରୀ ଜମିର ବିକାକିଣା ଚାଲିଥିଲେ ବି ସରକାରୀ ବାବୁ ସାଜିଛନ୍ତି ନିରବଦ୍ରଷ୍ଟା। ଅନୁଗୁଳ ସହର ନିକଟସ୍ଥ କୁମଣ୍ଡ ଅଞ୍ଚଳରେ ଥିବା ଗାଣ୍ଡୁ ପଡିଆରେ ଚାଲିଛି ଏହି ବେଆଇନ ଜମି ବିକ୍ରି।…

Continue Readingଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

କ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ସେବା କାର୍ଯ୍ୟ

ଅନୁଗୁଳ: ନାଲକୋ ଠାରେ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ପୂଜା ଅବସରରେ ଗତ ରବିବାର ମଧ୍ୟାହ୍ନରେ “କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓଡ଼ିଶା” ଦ୍ୱାରା “ସେବା ପାଇଁ ସଂକଳ୍ପ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଗୁଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସହଯୋଗରେ ପ୍ରାୟ ୧୦,୦୦୦ରୁ…

Continue Readingକ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ସେବା କାର୍ଯ୍ୟ

ନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟରେ ଲାଗୁ ହୋଇଛି ନେକ୍ସଟ୍ ଜେନ୍ ଜିଏସଟି, ଯାହା ସହିତ ଆରମ୍ଭ ହୋଇଛି ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ନୂଆ ଜିଏସଟି ଯୋଗୁଁ ଓମଫେଡ୍ ଉତ୍ପାଦର ଦାମ୍ ହ୍ରାସ ପାଇଛି, ଯାହା ମଧ୍ୟବିତ୍ତ ଓ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ…

Continue Readingନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ

ଅନୁଗୁଳ: ସ୍ଥାନୀୟ ଗୀତାଗ୍ରାମରେ ଜଣେ ଦମ୍ପତିଙ୍କୁ ଦୁଇ ଯୁବକ ଆକ୍ରମଣ କରିଛନ୍ତି। ରାଣୀଗୋଡ଼ା ଗ୍ରାମର ଦୀପୁନ ବେହେରା ଓ ତାଙ୍କ ସ୍ତ୍ରୀ ପାୟଲ ବିଶ୍ଵାଳ ରବିବାର ସକାଳେ ଘରୁ ଆସୁଥିବାବେଳେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ଉଭୟଙ୍କୁ ମାରପିଟ କରିବା ସହିତ…

Continue Readingଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ