ଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଘରୋଇ ଋଣ ଚାପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଝିଣ୍ଟିପାଳ ଗ୍ରାମର ମଦନ ଗୋଛାୟତ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଦନ ୫ ବର୍ଷ ପୂର୍ବରୁ…

Continue Readingଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ ହୋଇଛି। କଳାରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୭୨.୧୭,ଏସଟି ବର୍ଗଙ୍କ ପାଇଁ ୫୯.୩୩, ଏସସି ବର୍ଗଙ୍କ ପାଇଁ ୬୧.୮୩,ଏସଇବିସି ବର୍ଗଙ୍କ ପାଇଁ ୬୭.୬୭, ଭିନ୍ନକ୍ଷମଙ୍କ ପାଇଁ…

Continue Readingସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଅଁରପାଳ  ଠାରୁ ବଡକେରା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ  ଗାଈଗୋରୁ ମାନଙ୍କ ଗୁହାଳ ପାଲଟିଛି। ବିଶେଷ କରି ରାତିରେ ଗାଡ଼ି ଚଳେଇବା ବିପଦ ସୃଷ୍ଟି କରୁଛି। ଜିଲ୍ଲାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ଗାଈ…

Continue Readingଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ? ଆଜି ନାମାଙ୍କନ ଭରିବେ ଆଶାୟୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ବାବଧାନରେ ନିର୍ବାଚନ ପ୍ରକ୍ରିୟା ହେବ। ନାମାଙ୍କନ…

Continue Readingକିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ? ଆଜି ନାମାଙ୍କନ ଭରିବେ ଆଶାୟୀ

ଲଗାଣ ବର୍ଷା ହେଲା କାଳ: ଘର ଉପରେ ଭାଙ୍ଗିଲା ପଣସ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଅନୁଗୁଳ: ଅନୁଗୁଳରେ ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଚାରିଦିନ ଧରି ଚାଲିଥିବା ଲଗାଣ ବର୍ଷା ଯୋଗୁ ରବିବାର ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।…

Continue Readingଲଗାଣ ବର୍ଷା ହେଲା କାଳ: ଘର ଉପରେ ଭାଙ୍ଗିଲା ପଣସ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ, ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ କାଲଟାକ୍ସ ଛକ ସ୍ଥିତ କ୍ରିସେଣ୍ଟ କନଭେନସନ୍ ଠାରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)…

Continue Readingଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ, ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଦ୍ୱିତୀୟ ଗେଟ୍ ଖୋଲିଲା ରେଙ୍ଗାଳି ଡ୍ୟାମ୍, ନିଷ୍କାସିତ ହେଉଛି ୩୧୬୨.୮୬ ଘନ ମିଟର ବନ୍ୟା ଜଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ରବିବାର ଦିନ ୧୧ ଟାରେ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଣୁ ୫…

Continue Readingଦ୍ୱିତୀୟ ଗେଟ୍ ଖୋଲିଲା ରେଙ୍ଗାଳି ଡ୍ୟାମ୍, ନିଷ୍କାସିତ ହେଉଛି ୩୧୬୨.୮୬ ଘନ ମିଟର ବନ୍ୟା ଜଳ

ଅନୁଗୁଳର ପୂର୍ବତନ କାଉନସିଲର ଭୀମସେନ ମାଣ୍ଡୋଟିଆଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଅନୁଗୁଳ : ଅନୁଗୁଳ ସହରର ପୂର୍ବତନ କାଉନସିଲର ଭୀମସେନ ମାଣ୍ଡୋଟିଆଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ…

Continue Readingଅନୁଗୁଳର ପୂର୍ବତନ କାଉନସିଲର ଭୀମସେନ ମାଣ୍ଡୋଟିଆଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଅନୁଗୁଳରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ, କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟାଳୟ ଶିମିଳିପଡା ସ୍ଥିତ ଚର୍ଚ୍ଚ ଲାଇନ ଗଳିଠାରେ ରବିବାର ଉଦ୍‌ଘାଟିତ ହୋଇଛି। ଏଥିସହ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା…

Continue Readingଅନୁଗୁଳରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ, କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ

ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

ଅନୁଗୁଳ: ସଭଘର ଠାରେ ରାଜସ୍ବ ଅମଲା ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ନଗେନ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନ୍ୟତମ ଅତିରିକ୍ତ…

Continue Readingରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ