ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଏରି ଔଷଧକୁ ନେଇ ଉତ୍ତେଜନା

ଅନୁଗୁଳ: ଗୁଲଜାର ଖାନ୍ ନାମକ ଜଣେ ଯୁବକ କ୍ଷତ ଡ୍ରେସିଂ ପାଇଁ ଗତ ଶନିବାର ଦିନ ବେଳା ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ତେବେ ସେଠାରେ ଥିବା କର୍ମଚାରୀ ଏକ୍ସପାଏରି ଔଷଧ,ମଲମ ଲଗାଇଥିବା ଦେଖି ପ୍ରତିବାଦ କରିଥିଲେ। କେନ୍ଦ୍ରର ଫାର୍ମାସିଷ୍ଟ ଏଥିରେ ଅସୁବିଧା…

Continue Readingହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଏରି ଔଷଧକୁ ନେଇ ଉତ୍ତେଜନା

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ -୨୦୨୫ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଦୈନନ୍ଦିନ ଜୀବନରେ ହେଉଥିବା ବିଦ୍ୟୁତ ଆଘାତଜନିତ…

Continue Readingଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଶୈଳ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ଅନୁଗୁଳ: ଆଷାଢ଼ ଶୁକ୍ଳ ଏକାଦଶୀତିଥିରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ଵାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଅନୁଗୁଳ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତୀ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦେବଭୂମିର ପ୍ରଥମ ସେବକ ଓ  ସେବିକା ଓ…

Continue Readingଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଗଛରେ ପିଟି ହେଲା ବାଇକ, ଦୁଇ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚମ୍ପତିମୁଣ୍ଡା ନିକଟରେ ଶନିବାର ସନ୍ଧ୍ୟାରେ ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ନରସିଂହପୁର ଅଞ୍ଚଳର ଦୁଇ ଯୁବକ ଏକ ନାଲି ରଙ୍ଗର ବୁଲେଟରେ ସମ୍ବଲପୁରରୁ ନରସିଂହପୁର…

Continue Readingଗଛରେ ପିଟି ହେଲା ବାଇକ, ଦୁଇ ଯୁବକ ମୃତ

ଆସନ୍ତା ୯ରେ ଶ୍ରମିକ ସଂଗଠନର ବନ୍ଦ ଡାକରା, କଂଗ୍ରେସ ଜଣାଇବ ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର: ଆସନ୍ତା ୯ରେ ଶ୍ରମିକ ସଂଗଠନର ବନ୍ଦ ଡାକରା। ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି। ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିଙ୍କ ସ୍ୱାର୍ଥକୁ…

Continue Readingଆସନ୍ତା ୯ରେ ଶ୍ରମିକ ସଂଗଠନର ବନ୍ଦ ଡାକରା, କଂଗ୍ରେସ ଜଣାଇବ ପୂର୍ଣ୍ଣ ସମର୍ଥନ

ବାହୁଡା଼ ଯାତ୍ରାରେ ଅନୁଗୁଳ ଓକିଲ ସଂଘର ପ୍ରସାଦ ବଣ୍ଟନ

ଅନୁଗୁଳ: ବାହୁଡା଼ ଯାତ୍ରା ଅବସରରେ ଅନୁଗୁଳ ଓକିଲ ସଂଘ ପକ୍ଷରୁ ବଡଦାଣ୍ଡରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ବାହୁଡା଼…

Continue Readingବାହୁଡା଼ ଯାତ୍ରାରେ ଅନୁଗୁଳ ଓକିଲ ସଂଘର ପ୍ରସାଦ ବଣ୍ଟନ

୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ଫେରିଛନ୍ତି ମହାବାହୁ । ସେଥିପାଇଁ ସକାଳୁ ପାରମ୍ପରିକ ନୀତି…

Continue Reading୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

୨୪ ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନ ସିପ ୨୦୨୫: ଭାଗନେବେ ଅନୁଗୁଳର ୨ ଛାତ୍ର

ଅନୁଗୁଳ: ୨୪ ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନ ସିପ ୨୦୨୫ ଅନୁଷ୍ଠିତ ହୋଇଛି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୬ ଯାଏଁ ଚାଲିବ। ଅନୁଗୁଳ ଜିଲ୍ଲାର ବନ୍ତଳା କଲେଜର ଛାତ୍ର କ୍ରିଷ୍ଣା ସାହୁ ଓ ଓପି ଜିନ୍ଦଲ…

Continue Reading୨୪ ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନ ସିପ ୨୦୨୫: ଭାଗନେବେ ଅନୁଗୁଳର ୨ ଛାତ୍ର

୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଭୁବନେଶ୍ବର ସଭାରେ ଅନୁଗୁଳରୁ ଯୋଗ ଦେବେ ୩ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

ଅନୁଗୁଳ: ଆସନ୍ତା ୧୧ରେ ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବି ଆସୁଛନ୍ତି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ…

Continue Reading୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଭୁବନେଶ୍ବର ସଭାରେ ଅନୁଗୁଳରୁ ଯୋଗ ଦେବେ ୩ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ