ଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା କର୍ଣ୍ଣପାଳ ଛକ ନିକଟରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ପ୍ରବୀଣ ସାହୁ। ସୂଚନା ମୁତାବକ, ପ୍ରବୀଣ ସାହୁ ଶନିବାର ଅପରାହ୍ନରେ କାମ…

Continue Readingଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଅମଲାପଡ଼ା ସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇ ଯାଇଛି। ସେଣ୍ଟର ପରିଚାଳକ ମଳୟ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସମସ୍ତ ବିଭାଗୀୟ ଅଧ୍ୟାପକ ଯୋଗ ଦାନ କରିଥିଲେ।…

Continue Readingସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ବିଶ୍ଵ ରକ୍ତଦାତା ଦିବସ: ସଂଗ୍ରହ ଯେତିକି ବ୍ୟବହାର ସେତିକି

ଅନୁଗୁଳ: ଜୁନ ୧୪ ତାରିଖକୁ ବିଶ୍ଵ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ପ୍ରସିଦ୍ଧ ଅଷ୍ଟ୍ରୀୟ ବାୟୋଲୋଜିଷ୍ଟ ତଥା ଡାକ୍ତର କାର୍ଲ ଲ୍ୟାଣ୍ଡଷ୍ଟେନର ଜନ୍ମ ହୋଇଥିଲେ। ସେ ମଧ୍ୟ ଏବିଓ ରକ୍ତ ଗ୍ରୁପ ସିଷ୍ଟମର ଉଦ୍ଭାବକ। ଏହି ଦିନ…

Continue Readingବିଶ୍ଵ ରକ୍ତଦାତା ଦିବସ: ସଂଗ୍ରହ ଯେତିକି ବ୍ୟବହାର ସେତିକି

ସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ବେହେରାସାହି ନିକଟରେ ଏକ ଦନ୍ତା ହାତୀର ଗଳିତ ଶବ ଠାବ ହୋଇଛି। ମଝିପଡ଼ା ଫରେଷ୍ଟ ବିଟ୍ ହାଉସ ନିକଟରେ ଏହି ହାତୀର ଶବ ଠାବ ହୋଇଛି। ଗତ ଦୁଇ…

Continue Readingସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଆସନ୍ତା ୧୭ରେ ସାହାଣୀ କପ୍ ପାଇଁ ଖେଳାଳି ଚୟନ

ଅନୁଗୁଳ: ଆସନ୍ତା ଜୁଲାଇ ୧୫ରୁ ରାଜ୍ୟରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଣୁ ଏଥିପାଇଁ ଅନୁଗୁଳ ଦଳର ଚୟନ କରାଯିବ। ତେଣୁ ଆସନ୍ତା ୧୭ ତାରିଖ ଦିନ ପିଟିସି ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ସଂସଦ…

Continue Readingଆସନ୍ତା ୧୭ରେ ସାହାଣୀ କପ୍ ପାଇଁ ଖେଳାଳି ଚୟନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ ସ୍ୱରୂପ ଆଜି ସାମୁହିକ ସଫେଇ ଆୟୋଜିତ ହୋଇଥିଲା। ଅନୁଗୁଳ ପୌରପାଳିକା ସହାୟତାରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଗୁଳ  ଉପଜିଲ୍ଲାପାଳ ମାୟାଧର ବେହେରା,ଡୂଡ଼ା ପ୍ରକଳ୍ପ ଅଧିକାରୀ ଦେବଦତ୍ତ ମହନ୍ତ, ଏପିଡି,ଅର୍ଥ ଅବିନାଶ ମହାନ୍ତି,ପୌର…

Continue Readingଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ

ସହିଦ ମାନସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ସେନାଧିକାରୀ

ଅନୁଗୁଳ: ୨୦୨୫ କାରଗିଲ ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ସେନାର ୮ ମାଉଣ୍ଟେନ୍ ଡିଭିଜନ ପକ୍ଷରୁ ଯୁଦ୍ଧରେ ସହିଦ ହୋଇଥିବା ସମସ୍ତ ୫୨୭ ଜଣ ସହିଦଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି କ୍ରମରେ ଆଜିସେନାର…

Continue Readingସହିଦ ମାନସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ସେନାଧିକାରୀ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ…

Continue Readingମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିବେ ଜନପୋଷଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି ରାଜ୍ୟରେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି। ରିହାତି ଦରରେ ରାସନ ସାମଗ୍ରୀ…

Continue Readingରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିବେ ଜନପୋଷଣ କେନ୍ଦ୍ର

ଅବକାରୀ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ:  ମେ ୩୧ ଠାରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ସଚେତନତା ଅଭିଯାନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ନୂତନ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ମଧ୍ୟରେ ସୁସ୍ଥ ଓଡିଶା ସମୃଦ୍ଧ…

Continue Readingଅବକାରୀ ବିଭାଗ ପକ୍ଷରୁ ରକ୍ତଦାନ ଶିବିର