ପାଟ୍ରୋଲିଂ ବେଳେ ଶିକାରୀ ଚମ୍ପଟ: ବାଇକ ସହିତ ଦୁଇ ଛୁରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ କଣିହାଁ-୨ ରେଙ୍ଗାଳି ଫରେଷ୍ଟ ବିଟରେ ପାଟ୍ରୋଲିଂ ବେଳେ ଶିକାର କରିବାକୁ ଯୋଜନା କରୁଥିବା ଯୁବକକୁ ମାଡ଼ି ବସିଥିଲେ ବନ କର୍ମଚାରୀ। କିନ୍ତୁ ସେମାନେ ସୁଯୋଗ ଦେଖି ଖସି ପଳାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରୁ…

Continue Readingପାଟ୍ରୋଲିଂ ବେଳେ ଶିକାରୀ ଚମ୍ପଟ: ବାଇକ ସହିତ ଦୁଇ ଛୁରୀ ଜବତ

୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ଚାଲିଥିବା ଗଣଧାରଣା ରବିବାର ପଞ୍ଚମ ଦିନରେ ପହଞ୍ଚିଛି। ଏ ନେଇ ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏ ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାମଗ୍ରିକ ବିକାଶ କ୍ଷେତ୍ରରେ…

Continue Reading୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବାଳୁ ଅକଟା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁ ହେଲେ ବାଳୁ ଅକଟା ଗାଁର ନିରଞ୍ଜନ ସାହୁଙ୍କ ପୁଅ ଆର୍ଯ୍ୟନ ସାହୁ(୫)। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

Continue Readingବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କାରଖାନାରେ ୧୫ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଶ୍ରୀମେଟାଲିକ୍ କାରଖାନାରେ ୧୫ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର କନ୍ୟାବେଡ଼ା ଗାଁର ବିକାଶ ଦାଶ(୩୦)। ସୂଚନା ମୁତାବକ, ବିକାଶ ରବିବାର ସକାଳେ ଏ'…

Continue Readingକାରଖାନାରେ ୧୫ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ

ଅନୁଗୁଳ: ଅନୁଗୁଳର ଅଦ୍ଵୈତ ମାର୍ଗ ତଥା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଏଣିକି ନୋ ପାର୍କିଂ ଜୋନ ଘୋଷଣା କରିଛି ଆଞ୍ଚଳିକ ପରିବହନ ବିଭାଗ। ପୂର୍ବରୁ ଏହି ରାସ୍ତାରେ ଟ୍ରକ୍,ମିନିଟ୍ରକ,ଅଟୋ ଠାରୁ ଟ୍ରଲି ରିକ୍ସା ମନା ଇଚ୍ଛା ପାର୍କିଂ କରାଯାଉଥିଲା ଫଳରେ…

Continue Readingଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ

ବ୍ରେକ ଫେଲ୍ ହୋଇ ପଛକୁ ଗଡ଼ିଲା ଟ୍ରଲର: ୩ ଗାଡ଼ିକୁ ଦେଲା ଧକ୍କା

ଅନୁଗୁଳ: ଆଜି ପୂର୍ବାହ୍ନରେ ସହରର କାଲଟାକ୍ସ ଛକ ନିକଟରେ ଏକ ଲୁହା ରଡ଼ ବୋଝେଇ ଟ୍ରଲର ରାସ୍ତା ପାର୍ଶ୍ୱରେ ଥିବା ଅଟୋ ଷ୍ଟାଣ୍ଡରେ ପଶିଯାଇଥିଲା। ଫଳରେ ଟାଟା ମ୍ୟାଜିକ ଓ ମହିନ୍ଦ୍ରା ପିକଅପ ୩ଟି ଗାଡିକୁ ଧକ୍କା ଦେଇଥିଲା। କିନ୍ତୁ ଦୁର୍ଘଟଣାରୁ…

Continue Readingବ୍ରେକ ଫେଲ୍ ହୋଇ ପଛକୁ ଗଡ଼ିଲା ଟ୍ରଲର: ୩ ଗାଡ଼ିକୁ ଦେଲା ଧକ୍କା

୭୦ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ

ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜ ପରିସରରେ ୭୦ ଜଣ ଜଣ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯାଇଥିଲା। ବନ୍ଧୁକକୁ କେଉଁ ପରିସ୍ଥିତିରେ ଓ କିଭଳି ଚଳାଇବେ ଏବଂ ଏହାର ସୁରକ୍ଷା ନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଥିଲା। ଏହି…

Continue Reading୭୦ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ

ଏଥର ରଜରେ ମେଘୁଆ ପାଗ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ତାପମାତ୍ରା ବଢ଼ିବ। ତାପମାତ୍ରା ବୃଦ୍ଧି ଯୋଗୁଁ ଗରମ ଗୁଳୁଗୁଳି ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରା ତାତିର ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ଉପକୂଳରେ ଗୁଳୁଗୁଳି କଲବଲ କରିବ। ପ୍ରାୟ ୧୦ ତାରିଖ ପର୍ଯ୍ୟନ୍ତ…

Continue Readingଏଥର ରଜରେ ମେଘୁଆ ପାଗ

ଏଡିଇଓଙ୍କୁ ବଦଳି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ଓ ବାମୁର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏଡିଇଓ ନଚିକେତା ପ୍ରଧାନକୁ ନେଇ ବିବାଦ ଦେଖା ଦେଇଛି। ସେ ଦୁଇଟି ପଞ୍ଚାୟତର ଏଡିଇଓ ଦାୟିତ୍ଵ ତୁଲାଉଥିବା ବେଳେ ଉଭୟ ପଞ୍ଚାୟତକୁ ଆସୁନଥିବା ସରପଞ୍ଚ ମାନେ…

Continue Readingଏଡିଇଓଙ୍କୁ ବଦଳି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

ଫ୍ରିଜରେ ପଶିଲା ନାଗ: ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପବନ୍ଧୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଆନନ୍ଦମୁଣ୍ଡା ଗ୍ରାମର ସଂଜୀବ ସାହୁଙ୍କ ରୋଷେଇ ଘରୁ ଶୁକ୍ରବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାପଟି ହଠାତ ବାହାରୁ ଆସି ସଂଜୀବଙ୍କ ଘରେ ପଶିଯାଇଥିଲା। ସାପକୁ ଦେଖି ସଂଜୀବଙ୍କ ପରିବାର…

Continue Readingଫ୍ରିଜରେ ପଶିଲା ନାଗ: ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପବନ୍ଧୁ