ଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ବ ନେଇଛି ଟାଟା ପାୱାର। ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ଼ ହଜାର ଅଣଓଡ଼ିଆ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ…
