ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ
ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।…
ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।…
ଅନୁଗୁଳ: ସ୍ଥାନୀୟ "ବ୍ଲାକ ଡାଇମଣ୍ଡ" ପ୍ରେକ୍ଷାଳୟରେ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ରବିବାର ସୃଷ୍ଟିର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ସମାଜସେବୀ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ…
ଅନୁଗୁଳ: ପୁଣି ପଦାରେ ପଡ଼ିଛି ଅନୁଗୁଳ ଜିଲ୍ଲା କିଶୋରନଗର ଅଧୀନସ୍ଥ ବାମୁର ଟାଟା ପାୱାର ବିଭାଗର ବିଫଳତା। ବିପଜ୍ଜନକ ଟ୍ରାନ୍ସଫର୍ମରକୁ ମୁକୁଳା ପକାଇଛି ଟାଟା। ନା’ ଚାରିପଟେ ଅଛି ବ୍ୟାରିକେଡ୍ ନା’ କୌଣସି ବିପଦସୂଚକ ମାର୍କ। କିଶୋରନଗର ଏସ୍ବିଆଇ ବ୍ୟାଙ୍କ ସାମ୍ନାରେ…
ଅନୁଗୁଳ: ମଦୁଆ ପୁଅର ପାଗଳାମୀ। ମା’କୁ ଠେଙ୍ଗାରେ ପିଟିପିଟି ମାରିଲା। ରବିବାର ରାତିରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗାଁରେ ଏଭଳି ଛାତିଥରା ଘଟଣା ଘଟିଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ…
ଅନୁଗୁଳ: ଆଜି ପବିତ୍ର ସାବିତ୍ରୀ ବ୍ରତ। ଏହାକୁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳନ କରାଯାଏ। ସଧବା ନାରୀମାନେ ଅଖଣ୍ଡ ସୌଭାଗ୍ୟ ଓ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଏହି ଦିନ ମହିଳାମାନେ ଉପବାସ ରଖନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ହାଟସାହି ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପି ବରିଷ୍ଠ ନେତା ତଥା ଜିଲ୍ଳା ଉପସଭାପତି ଲିଙ୍ଗରାଜ ଦାଶ ଏବଂ ମଣ୍ଡଳ…
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ, ଝଟ୍କା ପବନ ବହିବ ବୋଲି ଆଜି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
ଅନୁଗୁଳ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୨ ତମ ମନ କି ବାତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ମନ କି ବାତ୍ ଶୁଣିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥ ଉପରେ ବଇଣ୍ଡା କଲେଜ ନିକଟରେ ଏକ ଫୁଟ ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗ ସମ୍ବଲପୁର (ଡିଜିଏମ)କୁ ଚିଠି ଲେଖିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ।ବିଧାୟକ ତାଙ୍କ…