ଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ
ଅନୁଗୁଳ: ଅଲ୍ ଓଡ଼ିଶା ସେଫ୍ଟି ଆସୋସିଏସନ୍ ପକ୍ଷରୁ ଆମ ସେନାଙ୍କ ପରାକାଷ୍ଠା ଓ ଦେଶ ପାଇଁ ବଳିଦାନକୁ ସମ୍ମାନ ଜଣାଇ କୃତଜ୍ଞତା ଜ୍ଞାପନ କରାଯାଇଛି। ଏ ଅବସରରେ ଆସୋସିଏସନ୍ ତରଫରୁ ଅନୁଗୁଳ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା।…
