ରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର
ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ…
ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ…
ଅନୁଗୁଳ: ସ୍ଥାନୀୟ ନଦିଘେରା ଗ୍ରାମ ଅଙ୍ଗାରବନ୍ଧ ଝାଟକିପଶି ଠାରେ ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବ୍ରାହ୍ମଲୀନ ବାବା ସଦାନନ୍ଦ ଦାସ, ଉପ ସଭାପତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ସ୍ଥିତ ଏକ ସ୍କୁଲକୁ ଝିଅକୁ ଛାଡ଼ିବାକୁ ଯିବା ବେଳେ ମା'କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ମୃତ୍ୟୁ। ମୃତକ ହେଲେ ପ୍ରବୀଣା ସାହୁ (୪୨)। ଦୁର୍ଘଟଣାରେ ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏନଟିପିସି…
ଅନୁଗୁଳ: ଲୁଟେରାଙ୍କ ଚରାଭୂଇଁ ପାଲଟିଲାଣି ଅନୁଗୁଳ। ସୋମବାର ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପରଙ୍ଗ ନିକଟରେ ଖଣ୍ଡା ଦେଖାଇ ଜଣେ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ବିଦେଶୀ ମଦ ଦୋକାନର ମ୍ୟାନେଜର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଛି। ସେମାନଙ୍କ ଠାରୁ ୫୦ ଗ୍ରାମ ୩୬୦ମିଲିଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ ହୋଇଛି। ଅଟକ ୩ ଯୁବକ ହେଲେ ଅନୁଗୁଳ…
ଅନୁଗୁଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ। ସୋମବାର ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ସହ ୨୫…
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରବିବାର ଆଡ଼ପ ବିଜେ ହେବା ପରେ ସୋମବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ଏ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା। ମଙ୍ଗଳବାର ସକାଳ ମଙ୍ଗଳ…
ଭୁବନେଶ୍ୱର: ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର। ଆଜି ସରିଲା ଇ-କେୱାଇସି ଯାଞ୍ଚ ଅବଧି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ଥିଲା। ଯେଉଁମାନେ ଆଜି e-KYC ନକରିଛନ୍ତି ୩…
ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଅନୁଗୁଳରେ ସ୍ବାସ୍ଥ୍ୟ ସୁରକ୍ଷା କାରଣରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨୦ ତାରିଖ ଦିନ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଷ୍ଟାର ହୋଟେଲ, ଚାଳିଆ ହୋଟେଲ, ଗୁପଚୁପ ଦୋକାନ ଆଦି ଚଢାଉ…