ଏନଟିପିସି କେ.ଭି.ରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ, ଶ୍ରେଷ୍ଠ ୯ ଜଣ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ, ଦୀପଶିଖା ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ୫୪ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା  ଉଦ୍‌ଯାପିତ ହୋଇଛି। ଏହି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୪୦ କେନ୍ଦ୍ରୀୟ ବିଦ୍ୟାଳୟର…

Continue Readingଏନଟିପିସି କେ.ଭି.ରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ, ଶ୍ରେଷ୍ଠ ୯ ଜଣ ପୁରସ୍କୃତ

ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

ଅନୁଗୁଳ: ଗୁରୁବାର ଅନୁଗୁଳ ଛେଣ୍ଡିପଦାରେଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ କହିଥିଲେ, ଆମ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି। ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ…

Continue Readingଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ, ବେଲ୍ କରାଇବାକୁ ନେଉଥିଲେ ୩୦୦୦ଟଙ୍କାର ଲାଞ୍ଚ

ଅନୁଗୁଳ: ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ। ବେଲ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ, ଗତ ଏପ୍ରିଲ ମାସରେ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଚୋରା ବିଦେଶୀ ମଦ…

Continue Readingଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ, ବେଲ୍ କରାଇବାକୁ ନେଉଥିଲେ ୩୦୦୦ଟଙ୍କାର ଲାଞ୍ଚ

ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା…

Continue Readingନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରେଙ୍ଗାଳି ଡ୍ୟାମ ନିର୍ମାଣ ପରେ ଚଳିତ ବର୍ଷ ଜୁଲାଇ ମାସରେ ଜଳସ୍ତର ସବୁ ରେକର୍ଡ ଭଙ୍ଗ କରିଛି। ସାଧାରଣତଃ ରେଙ୍ଗାଳି ଡ୍ୟାମଠାରେ…

Continue Readingରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

ଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର  ଅନୁଗୁଳ ଛେଣ୍ଡିପଦା ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି)ର  ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କରିବା ସହ ଅନୁଷ୍ଠାନର ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା…

Continue Readingଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଂଲଣ୍ଡ ମାଟିରେ ଦ୍ବିଶତକ କରି ଇତିହାସ ରଚିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ

ଅନୁଗୁଳ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଶୁଭମନ୍ ଗିଲ୍‌ଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ ମାରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡ ମାଟିରେ ଦ୍ୱିଶତକ ମାରି ନ ଥିଲେ।  ଅଧିନାୟକ ନ ଥିବା…

Continue Readingଇଂଲଣ୍ଡ ମାଟିରେ ଦ୍ବିଶତକ କରି ଇତିହାସ ରଚିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ

ନାଲକୋରେ ବାସ୍କେଟ ବଲ୍ କୋଚିଂ

ଅନୁଗୁଳ: ନାଲକୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ  ଏକ ବାସ୍କେଟ୍ ବଲ କୋଚିଂ ଆୟୋଜିତ ହେଉଛି ଗତ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି କୋଚିଂ ତିନି ସପ୍ତାହ ଧରି ଚାଲିବ। ଅଭିଜ୍ଞ କୋଚ ବିଜୟ…

Continue Readingନାଲକୋରେ ବାସ୍କେଟ ବଲ୍ କୋଚିଂ

ବରିଷ୍ଠ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ସରପଞ୍ଚ ଓ ୩ ସହଯୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରୋହିଲା ଗ୍ରାମର ବରିଷ୍ଠ ବିଜେପି କର୍ମୀ ତପନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ରୋହିଲା ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟଲୋଚନ ନାଏକଙ୍କ…

Continue Readingବରିଷ୍ଠ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ସରପଞ୍ଚ ଓ ୩ ସହଯୋଗୀ

କ୍ଲବ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଚନ୍ଦ୍ରକାନ୍ତ ପ୍ରଧାନ

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ କ୍ଲବ ଗଣପତର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁଷ୍ଠିତ ବୈଠକରେ ୩୦ ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ।…

Continue Readingକ୍ଲବ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଚନ୍ଦ୍ରକାନ୍ତ ପ୍ରଧାନ