ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…
ଅନୁଗୁଳ: ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା। ସ୍ୱଳ୍ପବୃଷ୍ଟିରୁ ଚାଷୀକୁଳଙ୍କୁ ଉଦ୍ଧାର କରିବା ପାଇଁ ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଆଳୁଆମୁଣ୍ଡା ରଗଡାରେ ହୋମଯଜ୍ଞ ଆୟୋଜିତ ହୋଇଛି। କାଇଁ କେଉ କାଳରୁ ଗ୍ରାମବାସୀ ଏହି ପୂଜା କରିଆସୁଛନ୍ତି। ଏଥିପାଇଁ ସକାଳୁ ରାଜଧାନୀ…
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଠାରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ୫ ହଜାରରୁ ଉର୍ଦ୍ଧ୍ୱ ବୋଲବମ କାଉଡିଆ ଜଳଲାଗି କରିଛନ୍ତି। କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…
ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର…
ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଗାଁର କରୁଣାକର ସାହୁ(୫୮)। ସୂଚନା ଯେ ଅପରାହ୍ନରେ କରୁଣାକର ବାଡି ପଟେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ…
ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୮୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ…
ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଯୁବକଙ୍କଠୁ ନେଇ ବୟସ୍କଙ୍କ ଯାଏଁ ଜିମ୍କୁ ଦୌଡୁଛନ୍ତି। ଆଉ କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ଜିମ୍ ସ୍ବର୍ଗ ପରି। ଜିମ୍ ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ ନିଜକୁ ଫିଟ୍ ରଖିବା ପାଇଁ…
ଅନୁଗୁଳ: ଅମାନିଆ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ପୁଣି ଥରେ ଆକ୍ସନ ମୋଡକୁ ଓହ୍ଲାଇଛନ୍ତି ପୌର ନିର୍ବାହୀ ଅଧିକାରୀ। ବାରମ୍ବାର ସମୟାନୁବର୍ତ୍ତୀ ହେବାକୁ କୁହାଗଲା ମଧ୍ୟ କିଛି କର୍ମଚାରୀ ଏହାକୁ ଅଣଦେଖା କରୁଚନ୍ତି। ଆଜି ସକାଳ ୬ ଟା ସୁଦ୍ଧା କୌଣସି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ ଆଜି ଯାଏଁ ସରୁନି। ରାସ୍ତା କୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି…
ଅନୁଗୁଳ: ଅଚଳ ହୋଇପଡ଼ିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପାଇକସାହିର ହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ। ଫଳରେ ପୂରା ଅଞ୍ଚଳରେ ରାଜୁତି କରୁଛି ଅନ୍ଧକାର। ଲାଇଟ ମରାମତି କରିବା ପାଇଁ ଅଞ୍ଚଳବାସୀ ବହୁବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ…