ନାରୀ ନିର୍ଯାତନା ଓ ଟେଟ୍ରାପ୍ୟାକ୍ ମଦ ବିରୋଧରେ ଗର୍ଜିଲେ ମହିଳା, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ
ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (AIMSS) ପକ୍ଷରୁ ଏକ ବିଶାଳ ମହିଳା ବିକ୍ଷୋଭ ଅନୁଷ୍ଠିତ ହୋଇଛି। କ୍ରମବର୍ଦ୍ଧମାନ ନାରୀ ଓ ଶିଶୁ ନିର୍ଯାତନା ବନ୍ଦ କରିବା, ଟେଟ୍ରାପ୍ୟାକ ମଦ ସମ୍ପୂର୍ଣ୍ଣ…
