ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଆଟେଣ୍ଡାଣ୍ଟ ଲହୁଲୁହାଣ, ନ୍ୟାୟ ପାଇଁ ଗୁହାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଆଟେଣ୍ଡାଣ୍ଟ। ଷ୍ଟାଫ୍ ନର୍ସ ଜଣକ ଆଟେଣ୍ଡାଣ୍ଟ ବୈଦେହୀ ବେହେରାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲେବର ରୁମ୍…

Continue Readingଷ୍ଟାଫ୍ ନର୍ସଙ୍କ ମାଡ଼ରେ ଆଟେଣ୍ଡାଣ୍ଟ ଲହୁଲୁହାଣ, ନ୍ୟାୟ ପାଇଁ ଗୁହାରି

ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ମା’ ବୁଢ଼ୀ କ୍ଲବ ଚମ୍ପିୟାନ

ଅନୁଗୁଳ: ସ୍ଥାନୀୟ ଶିବା ପଡିଆରେ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମା'ବୁଢ଼ୀ କ୍ଲବ ଅନୁଗୁଳ ସାଉଥ ବଲଣ୍ଡାକୁ ଟାଇ ବ୍ରେକରରେ ୩-୧ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ନିର୍ଧାରିତ ସମୟରେ ପରସ୍ପରକୁ…

Continue Readingଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ମା’ ବୁଢ଼ୀ କ୍ଲବ ଚମ୍ପିୟାନ

ସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ଅନୁଗୁଳ: ସାତକୋଶିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କର ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସକାଳେ ତାଙ୍କର ବାନ୍ତି ହେବା ସହ ଦେହ ଭଲ ଲାଗୁନଥିଲା। ଗାଡ଼ିରେ ବସି ଡାକ୍ତରଖାନା ଯିବାକୁ ମଧ୍ୟ ବାହାରିଥିଲେ। ହେଲେ…

Continue Readingସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ସାତକୋଶିଆ ଗଣ୍ଡରେ ହେଲିକପ୍ଟର ଉଡ଼ିବା ଘଟଣା: ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଲେ ଡିଏଫ୍ଓ

ଅନୁଗୁଳ: ଗୁରୁବାର ଅପରାହ୍ନରେ ମହାନଦୀର ସାତକୋଶିଆ ଗଣ୍ଡ ଉପରଦେଇ ଏକ ଧଳା ଧୁସରିଆ ରଙ୍ଗର ହେଲିକପ୍ଟର ଉଡ଼ିବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଗଣ୍ଡ ଉପର ଦେଇ ଚପର ଉଡାଇଲା ସେ ନେଇ ଆଞ୍ଚଳିକ ମୁଖ୍ୟ ବନ…

Continue Readingସାତକୋଶିଆ ଗଣ୍ଡରେ ହେଲିକପ୍ଟର ଉଡ଼ିବା ଘଟଣା: ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଲେ ଡିଏଫ୍ଓ

ଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଉତ୍ତରପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଶତପଥୀଙ୍କ ତତ୍ତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା…

Continue Readingଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘରେ ପଶି ଖୁଡ଼ି ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଘଟଣାରେ ୭ ଲୁଟେରାଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଗିରଫମାନେ…

Continue Readingଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

ନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ବଡ଼ ସଫଳତା: ୫୪୦ କେଜି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ଉତ୍ତରପ୍ରଦେଶ ବାରଣାସୀର ଆର୍ଯ୍ୟନ ସ ଓ…

Continue Readingନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ବଡ଼ ସଫଳତା: ୫୪୦ କେଜି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୨ ଗିରଫ

ଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ…

Continue Readingଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା ଘରୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସୁବ୍ରତ ସାମଲଙ୍କ ସ୍ତ୍ରୀ ପାୟଲ ସାମଲ।…

Continue Readingପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ

ଅନୁଗୁଳ: ଆକ୍ସନ ମୋଡ଼ରେ ଥିବା ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କର୍ମଚାରୀ ମାନଙ୍କୁ ସମୟାନୁବର୍ତ୍ତୀ,ଦକ୍ଷ ଏବଂ ଦୁର୍ନୀତିମୁକ୍ତ ହେବା ପାଇଁ ଆହ୍ୱାନ ଦେଇଥିବା ବେଳେ ଅନେକେ ଏହାକୁ ମାନୁ ନଥିଲେ। ଏଣୁ ଆଜି ନିର୍ବାହୀ ଅଧିକାରୀ…

Continue Readingଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ