ଖୁସି ଖବର ଦେଲା ଟ୍ରାଇ: ଫେରିବ ୧୦ ଟଙ୍କିଆ ରିଚାର୍ଜ ଭାଉଚର, ୯୦ ଦିନିଆ ରିଚାର୍ଜ କୁପନର ଅବଧି ହେବ ୩୬୫ ଦିନ
ନୂଆଦିଲ୍ଲୀ: ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର ଆଣିଛି ଟ୍ରାଇ। ଟ୍ରାଇ ପକ୍ଷରୁ ଟାରିଫ୍ ନିୟମରେ ସଂଶୋଧନ କରାଯାଇଛି। ଏଣିକି ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍…
