ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ସିଆଇଏସ୍‌ଏଫ୍‌ ଯବାନ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ସିଆଇଏସ୍‌ଏଫ୍‌ର ଜଣେ ଯବାନଙ୍କ କଳା କାରନାମା ସାମ୍ନାକୁ ଆସିଛି। ନାଲକୋ ସିଆଇଏସ୍‌ଏଫ୍‌‌ ୟୁନିଟରେ କାର୍ଯ୍ୟରତ ଯବାନ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ନାଲକୋ ନଗର ପୋଲିସ ଗିରଫ କରି ଆଜି…

Continue Readingନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ସିଆଇଏସ୍‌ଏଫ୍‌ ଯବାନ ଗିରଫ

ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସୁସୁଡ଼ା ମାଳତୀ ବିହାରସ୍ଥିତ ମାନବ ସେବା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଚିନ୍ମୟୀ ଦାସଙ୍କ ନେତୃତ୍ୱରେ ଆଜି କାଣ୍ଡସର ଦିବ୍ୟ ଜୀବନ ହାଇସ୍କୁଲ ପ୍ରାଙ୍ଗଣରେ ସାପ କାମୁଡ଼ା ମୃତ୍ୟୁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ…

Continue Readingମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଟ୍ରକ ଚାପାରେ ସାଇକଲ ଆରୋହୀ ମୃତ, ଘଟଣା ସ୍ଥଳରେ ଉତେଜନା

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମସୁରପଡା ଛକରେ ସାଇକଲ ଆରୋହୀଙ୍କୁ ଚାପି ଦେଲା ଟ୍ରକ, ଘଟଣା ସ୍ଥଳରେ ଉତେଜନା। ସୂଚନା ଯେ, ଆଜି ସକାଳ ୮ ଟା ବେଳେ ଗାନ୍ଧୀ ମାର୍ଗରେ ହେମସୁର ପଡ଼ା ଦେଇ ରାଜ ହୋଟେଲ ଆଡକୁ…

Continue Readingଟ୍ରକ ଚାପାରେ ସାଇକଲ ଆରୋହୀ ମୃତ, ଘଟଣା ସ୍ଥଳରେ ଉତେଜନା

ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଫେରାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରି ସ୍ୱାମୀ ଫେରାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତୁମୁଣି ଗାଁ ନୂଆଁ ବଡ଼କେରା ସାହିରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମିଲନ ସ୍ୱାଇଁ।…

Continue Readingସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଫେରାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ତାଳଚେରରେ ପାଳିତ ହେଲା ବିଶ୍ୱ ଗୁରୁ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ' ପକ୍ଷରୁ ଅକ୍ଟୋବର ୫ରେ ବିଶ୍ୱ ଗୁରୁ ଦିବସ ଧୁମଧାମରେ ପାଳିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି…

Continue Readingତାଳଚେରରେ ପାଳିତ ହେଲା ବିଶ୍ୱ ଗୁରୁ ଦିବସ

କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ

ଅନୁଗୁଳ : ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବରେ କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ "ନୀଡ଼ ଓ ଆକାଶ" ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଧର୍ମ,…

Continue Readingକବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ

ଭଡା ବୃଦ୍ଧି ନେଇ ଚାଲିଥିବା ଟ୍ରକ ମାଲିକ ସଂଘର ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ, ୧୫ ଦିନ ମହଲତ ନେଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ କୋଇଲା ପରିବହନରେ ବର୍ଦ୍ଧିତ ଭଡା ପାଇବା ନେଇ ଚାଲିଥିବା କୋଇଲା ଟ୍ରକ ଚଳାଚଳ ବନ୍ଦ ଆନ୍ଦୋଳନ ଆଜି ବୈଠକ ପରେ ସାମୟିକ ଭାବେ ସ୍ଥଗିତ ରହିଛି। ଆଜି ଆଲୋଚନା ପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ଏହା…

Continue Readingଭଡା ବୃଦ୍ଧି ନେଇ ଚାଲିଥିବା ଟ୍ରକ ମାଲିକ ସଂଘର ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ, ୧୫ ଦିନ ମହଲତ ନେଲା ପ୍ରଶାସନ

ଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ଦୁର୍ଗା ମଣ୍ଡପ ଠାରେ ମା' ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ବରିଷ୍ଠ ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ ଅରୁଣ କୁମାର ବରାଳ ଗତବର୍ଷ ପୂଜାର ଆୟବ୍ୟୟ ସଂକ୍ରାନ୍ତରେ ଏକ ବିବରଣୀ…

Continue Readingଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖମାର ଥାନା ବରକଲାପାଲ ଗାଁ ମୁଣ୍ଡରୁ ଆଜି ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ତାଳଚେର ଅଞ୍ଚଳର ବ୍ୟବସାୟୀ ରାକେଶ ଗୁପ୍ତା ନାମକ ତାଙ୍କ ମିନି ଟ୍ରକ୍ ଯୋଗେ…

Continue Readingଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା' ଘରେ…

Continue Readingଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ