ଚାଞ୍ଚଲ୍ୟ: ମାରଣାସ୍ତ୍ର ଦେଖାଇ ପର୍ଯ୍ୟଟକଙ୍କ ଠାରୁ ନେଇଗଲେ ୩୦ ହଜାର

ଅନୁଗୁଳ: ମୁମ୍ବାଇରୁ ଅନୁଗୁଳ ବୁଲି ଆସିଥିବା ଜଣେ ପର୍ଯ୍ୟଟକଙ୍କ ଠାରୁ ଦୁର୍ବୃତ୍ତ ମାନେ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଇଛି। ଅର୍ବାଜ୍ କାୟୁମ୍ ଖାଁ ଏବଂ ତାଙ୍କର ବନ୍ଧୁ ସରୋଜ ବର୍ମା ଶୁକ୍ରବାର ରାତିରେ ମୁମ୍ବାଇରୁ ଟ୍ରେନ ଯୋଗେ…

Continue Readingଚାଞ୍ଚଲ୍ୟ: ମାରଣାସ୍ତ୍ର ଦେଖାଇ ପର୍ଯ୍ୟଟକଙ୍କ ଠାରୁ ନେଇଗଲେ ୩୦ ହଜାର

କଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

ଅନୁଗୁଳ: ଅନୁଗୁଳ କ୍ରିକେଟ ଆସୋସିଏସନ୍ ଅଧୀନରେ ଥିବା କଦମ ପଡିଆରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ଏକ ଅତ୍ୟାଧୁନିକ ପାଭିଲିଆନ୍ ନିର୍ମାଣ କରାଯିବ।ଏଥିରେ ଡ୍ରେସିଂ ରୁମ୍ ସହ କ୍ରିକେଟ ଦେଖିବାର ସମସ୍ତ ସୁବିଧା ରହିବ। ଏଥିପାଇଁ ଆଜି ଜିନ୍ଦଲ…

Continue Readingକଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଅନୁଗୁଳ: ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ 'ଅନୁଗୋଳର ଲୋକକଥା' ଆଜି ଉନ୍ମୋଚିତ ହୋଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ…

Continue Readingବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

ଅନୁଗୁଳ: ପ୍ରାୟ ୭ ବର୍ଷ ତଳେ ଭୁବନେଶ୍ବରରେ ଦେଖା। ଅନୁଗୁଳିଆ ବରକୁ ଋଷିଆ ବୋହୂ। ଓଡ଼ିଶା ବୁଲି ଆସିଥିବା ଛ' ବିଦେଶିନୀଙ୍କ ମଧ୍ୟରୁ ଜଣେ ପଡ଼ିଲା ପ୍ରେମ ପାଲରେ। ବାହା ହୋଇଗଲେ ଦୁଇ ଜଣ। ଅନୁଗୁଳ ଅମଲା ପଡ଼ାରେ ରହନ୍ତି ।…

Continue Readingଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

ଅନୁଗୁଳରେ ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ ଆରମ୍ଭ

ଅନୁଗୁଳ: ଅନୁଗୁଳରେ ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ ଆରମ୍ଭ। ଅନୁଗୁଳ ଜିଲ୍ଲା ସମବାୟ ପ୍ରକୋଷ୍ଠର ସଂଯୋଜକ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସଦସ୍ୟତା ସମ୍ପର୍କୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

Continue Readingଅନୁଗୁଳରେ ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ ଆରମ୍ଭ

ଅନୁଗୁଳ ପୌର ପରିଷଦର ମାସିକ ବୈଠକ: ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ପୌର ପରିଷଦର ମାସିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଏମପିଙ୍କ ପ୍ରତିନିଧି,ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ସମସ୍ତ ପାରିଷଦ ଯୋଗଦାନ…

Continue Readingଅନୁଗୁଳ ପୌର ପରିଷଦର ମାସିକ ବୈଠକ: ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

ସ୍ବାମୀ ରଖିଥିଲା ମୂଷାଙ୍କ ପାଇଁ ବିଷ ଖାଇ ଦେଲା ସ୍ତ୍ରୀ

ଅନୁଗୁଳ: କଲିକତାରୁ ଆସି ଅନୁଗୁଳ ଖଲାରିରେ ଭଡ଼ା ଘରେ ରହୁଛନ୍ତି ସ୍ବାମୀ-ସ୍ତ୍ରୀ। ସ୍ବାମୀ କମ୍ପାନୀରେ ଡ୍ରାଇଭର। ଘରେ ମୂଷାଙ୍କ ଉତ୍ପାତ ବଢ଼ୁ ଥିବାରୁ ସ୍ବାମୀ ରାଗିଯାଇ ଆଜି ମୂଷା ମାରି କିଣି ମାଛଭଜାରେ ଗୋଳାଇ ଘରେ ରଖିଥିଲେ ରାତିରେ ମୂଷାଙ୍କୁ ଦେଇ…

Continue Readingସ୍ବାମୀ ରଖିଥିଲା ମୂଷାଙ୍କ ପାଇଁ ବିଷ ଖାଇ ଦେଲା ସ୍ତ୍ରୀ

କିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingକିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳର ବରିଷ୍ଠ ଆଇନଜୀବି ତଥା କଳାକାରର ପୂର୍ବତନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ମା' ମଞ୍ଜୁରାଣୀ ପ୍ରଧାନଙ୍କର ଗତ ଗୁରୁବାର ସନ୍ଧ୍ୟା ଆଠ ଘଟିକା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨…

Continue Readingବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଏଣ୍ଡ ମହିଦ୍ରା Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ବୁଧବାର ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ ଗାଡି ମହିନ୍ଦ୍ରା VEERO ର ବଜାର ପ୍ରବେଶ ହୋଇଛି। ଲୋକାର୍ପଣ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର