ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ
ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ସମସ୍ତ କର୍ମଚାରୀ ଝାଡ଼ୁ ଧରି ଅଫିସ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵଭାବରେ ସ୍ୱଚ୍ଛତା, ସଂସ୍କାରରେ ସ୍ୱଚ୍ଛତା ଆଣିବାକୁ ଆହ୍ୱାନ କରାଯିବା ସହ…
