ଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ…

Continue Readingଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା ଘରୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସୁବ୍ରତ ସାମଲଙ୍କ ସ୍ତ୍ରୀ ପାୟଲ ସାମଲ।…

Continue Readingପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ

ଅନୁଗୁଳ: ଆକ୍ସନ ମୋଡ଼ରେ ଥିବା ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କର୍ମଚାରୀ ମାନଙ୍କୁ ସମୟାନୁବର୍ତ୍ତୀ,ଦକ୍ଷ ଏବଂ ଦୁର୍ନୀତିମୁକ୍ତ ହେବା ପାଇଁ ଆହ୍ୱାନ ଦେଇଥିବା ବେଳେ ଅନେକେ ଏହାକୁ ମାନୁ ନଥିଲେ। ଏଣୁ ଆଜି ନିର୍ବାହୀ ଅଧିକାରୀ…

Continue Readingଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ

ଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’ ୨୦୨୫

ଅନୁଗୁଳ : ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ ଇଣ୍ଡିଆ ଆୱାର୍ଡ (ଶିକ୍ଷା ଉତ୍କର୍ଷତା ସଶକ୍ତିକରଣ ଭାରତ ପୁରସ୍କାର)ରେ ପୁରସ୍କୃତ କରାଯାଇଛି ।…

Continue Readingଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’ ୨୦୨୫

ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ

ଅନୁଗୁଳ: ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳ ବ୍ଲକ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମବାସୀ। ଶୁକ୍ରବାର ସନ୍ଧ୍ୟାରେ ଗାଁର ଯୁବକ, ସ୍କୁଲ ଛାତ୍ର ଏବଂ କିଛି ସ୍ବେଚ୍ଛାସେବୀ ଏକ ବିରାଟ ରାଲି କରି ଗ୍ରାମ ପରିକ୍ରମା…

Continue Readingପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ

ସରକାରୀ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ, ଅବଧି ସରିବା ପରେ ବି କାର୍ଯ୍ୟରେ ଲଗାଇଛନ୍ତି ଚାରିଚକିଆ ଗାଡ଼ି

ଅନୁଗୁଳ: ସରକାରୀ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ। ଲୁଚାଛପାରେ ନୁହେଁ, ବରଂ ଆଖିରେ ଆଙ୍ଗୁଠି ଗେଞ୍ଜି ଉଡାଉଛନ୍ତି ନିୟମର ଧଜିଆ। ନିଜେ ସରକାରୀ କର୍ମଚାରୀ ନିୟମ ମାନୁନଥିବାରୁ ବିରୋଧ କରିବାକୁ ବି ନାହିଁ କାହାର ଜୁ'। ଏଭଳି ନିୟମ…

Continue Readingସରକାରୀ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ, ଅବଧି ସରିବା ପରେ ବି କାର୍ଯ୍ୟରେ ଲଗାଇଛନ୍ତି ଚାରିଚକିଆ ଗାଡ଼ି

୧୦ମ ବୋର୍ଡ ପରୀକ୍ଷା ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଣ୍ଟଙ୍କ କର୍ମଶାଳା, ଏଥର ମୋବାଇଲ ବ୍ୟବହାର ଉପରେ କଟକଣା

ଅନୁଗୁଳ: ଆଗାମୀ ଦଶମ ବୋର୍ଡ ପରୀକ୍ଷା-୨୦୨୫ର ସୁପରିଚାଳନା ନିମନ୍ତେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସୁପରିଟେଣ୍ଡେଣ୍ଟ (ପରିଚାଳକ) ମାନଙ୍କର ଏକ କର୍ମଶାଳା ଆୟୋଜିତ ହୋଇଛି। କର୍ମଶାଳାରେ ଜିଲ୍ଲାର ମୋଟ…

Continue Reading୧୦ମ ବୋର୍ଡ ପରୀକ୍ଷା ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଣ୍ଟଙ୍କ କର୍ମଶାଳା, ଏଥର ମୋବାଇଲ ବ୍ୟବହାର ଉପରେ କଟକଣା

୨୬ ଦଫା ଦାବି: ଏ.ଆ.ୟୁ.ଟି.ୟୁ.ସି. ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଅନୁଗୁଳ: ୨୬ ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ସର୍ବଭାରତୀୟ କମିଟି ଆହ୍ଵାନରେ ୧୧ରୁ ୧୭ ତାରିଖ ଯାଏଁ ଦାବି ସପ୍ତାହ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ।ଏ.ଆଇ.ୟୁ.ଟି.ୟୁ.ସି. ଅନୁଗୁଳ…

Continue Reading୨୬ ଦଫା ଦାବି: ଏ.ଆ.ୟୁ.ଟି.ୟୁ.ସି. ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଭାଲେଣ୍ଟାଇନ ଡେ’ ରେ ରାଗିଗଲେ ପ୍ରେମିକା: ପାର୍କରେ ଲଗାଇଲେ ନିଆଁ

ଅନୁଗୁଳ: ଆଜି ସାରା ବିଶ୍ୱରେ ଭାଲେଣ୍ଟାଇନ ଡେ' ପାଳନ ହେଉଥିବା ବେଳେ ପ୍ରେମିକା ଝଗଡା କରି ପାର୍କ ନିକଟରେ ନିଆଁ ଲଗାଇ ଦେଇଥିବା ଭଳି ଏକ କୌତୁହଳପ୍ରଦ ଖବର ହସ୍ତଗତ ହେଇଛି। ସ୍ଥାନୀୟ ଶିକ୍ଷକପଡାର ଏକ ପାର୍କରେ ଆଜି ସନ୍ଧ୍ୟାରେ ଠା…

Continue Readingଭାଲେଣ୍ଟାଇନ ଡେ’ ରେ ରାଗିଗଲେ ପ୍ରେମିକା: ପାର୍କରେ ଲଗାଇଲେ ନିଆଁ

ତାଳଚେର ମେଡିକାଲ କଲେଜ ଖୋଲିବା ଚୂଡାନ୍ତ ପର୍ଯ୍ୟାୟରେ

ଅନୁଗୁଳ: ବହୁତ ଦିନର ପ୍ରତୀକ୍ଷା ପରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, ତାଳଚେର ଏବଂ କନ୍ଧମାଳ ମେଡିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲୁଛି। ଗତ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର…

Continue Readingତାଳଚେର ମେଡିକାଲ କଲେଜ ଖୋଲିବା ଚୂଡାନ୍ତ ପର୍ଯ୍ୟାୟରେ