ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ: ଫାଇନାଲରେ ବଲଣ୍ଡା

ଅନୁଗୁଳ: ସ୍ଥାନୀୟ ଶିବା ପଡିଆରେ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଆଜି ସାଉଥ ବଲଣ୍ଡା ୨-୦ ଗୋଲରେ ବଳରାମପ୍ରସାଦ ଏକାଦଶକୁ ହରାଇ ଫାଇନାଲରେ ପହଞ୍ଚିଛି। ଆଜିର ଖେଳକୁ ମନୋରଞ୍ଜନ ପଟନାୟକ, ପ୍ରଶାନ୍ତ ସିହ୍ନା, ବୁଲୁ ରାଉତରାୟ,…

Continue Readingଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ: ଫାଇନାଲରେ ବଲଣ୍ଡା

ପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା: ମେସିନ କାମ କରାଇ ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା ଯୋଜନା। ଏଠାରେ ଶ୍ରମିକଙ୍କ ମିଛ ତାଲିକା ଦେଖାଇ ମେସିନରେ କାମ କରାଯାଉଛି। ଆଉ ଶ୍ରମିକ ମାନଙ୍କ ଟିପ ଚିହ୍ନ ଦେଇ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ,…

Continue Readingପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା: ମେସିନ କାମ କରାଇ ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆୟୋଜିତ, ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କଲେ ଦେବୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଙ୍ଗଳା ସାହିରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଝାମୁ ଯାତ୍ରା ବାର୍ଷିକ ପୂଜା ମହାସମାରୋହରେ ଆୟୋଜିତ ହୋଇଛି।ପ୍ରତିବର୍ଷ ମାଘ ପୂର୍ଣ୍ଣିମା ଦିନ ମା' ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଭୋରରୁ…

Continue Readingମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆୟୋଜିତ, ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କଲେ ଦେବୀ

ନାବାଳକକୁ ଗୁଳିମାଡ଼ ଘଟଣା: ଜଣେ ଗିରଫ, ଏବେ ବି ୩ ଫେରାର 

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବଅଁରପାଳ ଥାନା ସାନ କେରଜାଙ୍ଗ ଗାଁର କାଳିଆ ମହାପାତ୍ର। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି…

Continue Readingନାବାଳକକୁ ଗୁଳିମାଡ଼ ଘଟଣା: ଜଣେ ଗିରଫ, ଏବେ ବି ୩ ଫେରାର 

ଗାଡି ଚାଲୁଥିବା ବେଳେ ଚାଳକ ମୁର୍ଚ୍ଛା ଗଲା

ଅନୁଗୁଳ:  ବୁଧବାର ରାତି ପ୍ରାୟ ୯ ଟା ସମୟରେ ଶିମିଳିପଡା ଦୁର୍ଗା ବିହାର ନିକଟରେ ଏକ ଷ୍ଟୁଡେଣ୍ଟ ଭେଇକିଲ ହେମସୁରପଡା ପଟୁ ଶିମିଳିପଡ଼ା ଫେରୁଥିବା ବେଳେ ହଠାତ ଉପରୋକ୍ତ ସ୍ଥାନରେ ଚାଳକ ମୁର୍ଚ୍ଛା ହୋଇଗଲା। ଆଖି ପିଛୁଳାକେ ଗାଡିଟି ରାସ୍ତାର ବାମ…

Continue Readingଗାଡି ଚାଲୁଥିବା ବେଳେ ଚାଳକ ମୁର୍ଚ୍ଛା ଗଲା

କୁକୁର ପାଇଁ କଲେଜ ପିଲା ନାକେଦମ

ଅନୁଗୁଳ:ଧୂଳି, ଧୂଆଁ, ମଶା ସାଙ୍ଗକୁ ବୁଲା କୁକୁର ଅନୁଗୁଳ ସହରର ଅନ୍ୟତମ ମୁଖ୍ୟ ସମସ୍ୟା। ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟିବା ସହ ଅନେକେ କାମୁଡ଼ାର ଶିକାର ହେଉଛନ୍ତି। ଆଜି କୁକୁର ଯୋଗୁଁ ଅନୁଗୁଳ ସରକାରୀ ମହାବିଦ୍ୟାଳର ଛାତ୍ରଛାତ୍ରୀ ନାକେ…

Continue Readingକୁକୁର ପାଇଁ କଲେଜ ପିଲା ନାକେଦମ

ଟ୍ରାଫିକ ପାଇଁ ପୋଷ୍ଟର ହଟିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଆଜି ଅନୁଗୁଳ ସହରର ଟ୍ରାଫିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଞ୍ଚଳରୁ ହୋର୍ଡିଙ୍ଗ ଏବଂ ପୋଷ୍ଟର ହଟା ଯାଇଛି। ବିଶେଷ କରି ଗୁରୁତ୍ୱପୂର୍ଣ ବୁଲାଣି ଗୁଡିକରେ ଥିବା ହୋର୍ଡିଙ୍ଗ…

Continue Readingଟ୍ରାଫିକ ପାଇଁ ପୋଷ୍ଟର ହଟିଲା

ହେମସୁରପଡାରେ ଅଷ୍ଟ ପ୍ରହରୀ ଆୟୋଜିତ, ପ୍ରଭୁ କୃପା ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡା ସ୍ଥିତ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହେଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି ଅଷ୍ଟ ପ୍ରହରୀର ପ୍ରଥମ ଦିନ କଳସ ଯାତ୍ରା ଏବଂ ଅଧିବାସ ପୂଜା ହୋଇଥିଲା। ଦ୍ଵିତୀୟ…

Continue Readingହେମସୁରପଡାରେ ଅଷ୍ଟ ପ୍ରହରୀ ଆୟୋଜିତ, ପ୍ରଭୁ କୃପା ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ

ଜବରଦଖଲକାରୀଙ୍କ କବଜାରେ ରାଣୀପାର୍କ ଜମି, ସବୁ ଜାଣି ବି ସରକାରୀ ଅଧିକାରୀ ଚୁପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ମାତିଛନ୍ତି ସରକାରୀ ଜମି ହଡ଼ପକାରୀ। ସରକାରଙ୍କ ଜାଣତରେ ସବୁ ଚାଲିଥିବା ବେଳେ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ଦଲାଲଙ୍କ ଚେର ଅଧିକ ମାଡି ଚାଲିଛି। ତାଳଚେର…

Continue Readingଜବରଦଖଲକାରୀଙ୍କ କବଜାରେ ରାଣୀପାର୍କ ଜମି, ସବୁ ଜାଣି ବି ସରକାରୀ ଅଧିକାରୀ ଚୁପ୍

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

ଅନୁଗୁଳ:ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଗୁଳ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଚର୍ଚାରେ ଅଛନ୍ତି। ବଡି ଭୋରରୁ ଜିପିଆରଏସ ଟ୍ରାକିଙ୍ଗ ସିଷ୍ଟମରେ ସ୍ୱଚ୍ଛ ସଵାରୀ ଠିକ ରୁଟରେ ନିୟମିତ ଯାଉଚି କି ନାହିଁ, ଅଳିଆ ଉଠୁଛି ନା ନାହିଁ ତାହା ତଦାରଖ କରିବା…

Continue Readingପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି