ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ସଭାପତି ହେଲେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ। ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଯଯାତି ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ବିଭିନ୍ନ ମହଲରୁ…

Continue Readingଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

ଅନୁଗୁଳ: ଗତ ୧୬ ତାରିଖ ଦିନ ଭୁବନେଶ୍ୱର କିଟ ୟୁନିଭର୍ସିଟି ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ଅନୁଗୁଳର ନୀଳମଣି ଓ ରଞ୍ଜିତା ସାହୁ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ନୀଳମଣି ୬୦ ବର୍ଷ ରୁ ଉର୍ଧ୍ଵ ବର୍ଗର ୫…

Continue Readingରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

ଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟରକୁ ଘୋଷାଡ଼ି ନେଇଛି ହାଇୱା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଟେଣ୍ଟୁଲୋଇ ଗାଁର ସର୍ବେଶ୍ୱର ନାଏକ ଓ ଗୋପାଳପ୍ରସାଦ ପାଟନାସାହିର…

Continue Readingଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳରେ ନୂଆ ଷ୍ଟୋର ଖୋଲିଲା ପୁରୁଷ ବସ୍ତ୍ର ବ୍ରାଣ୍ଡ “Citrus Clothing”

ଅନୁଗୁଳ: ଅନୁଗୁଳରେ ନୂଆ ଷ୍ଟୋର ଖୋଲିଲା ପୁରୁଷ ବସ୍ତ୍ର ବ୍ରାଣ୍ଡ "Citrus Clothing"। ୨୪ ବର୍ଷ ଧରି ଗ୍ରାହକଙ୍କ ବିଶ୍ୱାସ ଓ ଭରସା ଜିତିଥିବା ଏହି ବ୍ରାଣ୍ଡ ପୂର୍ବରୁ ଭୁବନେଶ୍ୱରର ଡିଏନ୍ ରେଗାଲିଆ ଓ ପୁରୀର ଗ୍ରାଣ୍ଡ ରୋଡରେ ରହିଛି। ଅନୁଗୁଳରେ…

Continue Readingଅନୁଗୁଳରେ ନୂଆ ଷ୍ଟୋର ଖୋଲିଲା ପୁରୁଷ ବସ୍ତ୍ର ବ୍ରାଣ୍ଡ “Citrus Clothing”

ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ  ସ୍ଥାନୀୟ ଲୋକ ଏବଂ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ଦ୍ବୟ…

Continue Readingପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସଂକଳ୍ପ ପଦଯାତ୍ରା ନେଇ ପ୍ରବୋଧଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଆଜି ପୂର୍ବତନ କଂଗ୍ରେସ ଓବିଶି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଭକ୍ତ ଚରଣ ଦାସ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱାଗତ…

Continue Readingସଂକଳ୍ପ ପଦଯାତ୍ରା ନେଇ ପ୍ରବୋଧଙ୍କ ସାମ୍ବାଦିକ ସମ୍ମିଳନୀ

ସହରରେ ବଢ଼ୁଛି ବେଆଇନ ବିସ୍ଫୋରକ କାରବାର! ଡିନାମାଇଟ ବ୍ଲାଷ୍ଟ କରି ମାଛଧରିବା ସହ ପଥର ଲୁଟୁଛନ୍ତି ମାଫିଆ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଏବେ ବଢ଼ୁଛି ବେଆଇନ ବିସ୍ଫୋରକ କାରବାର। ସ୍ଥାନୀୟ ଅଞ୍ଚଳରେ ଡିନାମାଇଟ ବିସ୍ଫୋରକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବେଳେ ଏହାର ଅନୈତିକ ଭାବେ ବ୍ୟବହାର ମଧ୍ୟ କରାଯାଉଛି।ଅନୁଗୁଳ ଜିଲ୍ଲାରେ ଅନେକ ନଦୀ ଜୋର ପ୍ରବାହିତ ହେଉଥିବା…

Continue Readingସହରରେ ବଢ଼ୁଛି ବେଆଇନ ବିସ୍ଫୋରକ କାରବାର! ଡିନାମାଇଟ ବ୍ଲାଷ୍ଟ କରି ମାଛଧରିବା ସହ ପଥର ଲୁଟୁଛନ୍ତି ମାଫିଆ

ଖରା ବଢୁଛି: ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଅନୁଗୁଳ: ଖରା ସାଙ୍ଗକୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରପରିଷଦ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗ ଦର୍ଶିକା ଅନୁସାରେ ଜନ ସ୍ୱାସ୍ଥ୍ୟ ବିଭାଗ ଜଳ କ୍ଲିଷ୍ଟ ଅଞ୍ଚଳ…

Continue Readingଖରା ବଢୁଛି: ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ! ସାଢ଼େ ତିନି ବର୍ଷ ପରେ ବି ଅନୁଗୁଳରେ ହୋଇପାରିଲାନି ଗାନ୍ଧୀ ଭବନ

ଅନୁଗୁଳ: ସାଢ଼େ ତିନି ବର୍ଷ ପରେ ବି ଅନୁଗୁଳ ଜିଲ୍ଲା ସଦର ମହକୁମାରେ ହୋଇପାରିଲାନି ଗାନ୍ଧୀ ଭବନ। ସେଠାରେ ବେଆଇନ ଭାବେ ନିର୍ମାଣ ହେଉଥିବା ଅଙ୍ଗନବାଡ଼ି ଗୃହ କାର୍ଯ୍ୟ ଆନ୍ଦୋଳନ ପରେ ବନ୍ଦ ଥିବା ବେଳେ ଏବେ ପୁଣି ଉକ୍ତ କାର୍ଯ୍ୟ…

Continue Readingପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ! ସାଢ଼େ ତିନି ବର୍ଷ ପରେ ବି ଅନୁଗୁଳରେ ହୋଇପାରିଲାନି ଗାନ୍ଧୀ ଭବନ

ସ୍ବାସ୍ଥ୍ୟ ସଚେତନତା ସଭା: ସ୍ବାସ୍ଥ୍ୟର ପାଞ୍ଚଟି ମୌଳିକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ଓ ୟୁନିଅନ ବ୍ୟାଙ୍କ ମିଳିତ ପ୍ରୟାସରେ ସ୍ଥାନୀୟ ସ୍ୱଧାର ଗୃହ ପରିସରରେ ସ୍ବାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଅନୁଗୁଳର ବରିଷ୍ଠ  ଆୟର୍ବେଦିକ ଚିକିତ୍ସକ ଡାକ୍ତର ସତ୍ୟନାରାୟଣ ସିଂହ ସାମନ୍ତ…

Continue Readingସ୍ବାସ୍ଥ୍ୟ ସଚେତନତା ସଭା: ସ୍ବାସ୍ଥ୍ୟର ପାଞ୍ଚଟି ମୌଳିକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ