ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ ଯୋରଡାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଓ ନୀଳକଣ୍ଠେଶ୍ଵର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଦୀପକ କୁମାର ପ୍ରଧାନ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଅର୍ଦ୍ଧ ନିର୍ମିତ ଅଙ୍ଗନବାଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ଅନ୍ତଃବୁଜୁଳା କାଢ଼ି ଦେଇଛନ୍ତି ନରରାକ୍ଷସ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ନନ୍ଦିନୀପାଲୀ ଗ୍ରାମସ୍ଥିତ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ନଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗାଁର ରମ୍ଭା ନାୟକ। ତେବେ ଗଣଦୁଷ୍କର୍ମ ପରେ ତାଙ୍କୁ…

Continue Readingଅର୍ଦ୍ଧ ନିର୍ମିତ ଅଙ୍ଗନବାଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ଅନ୍ତଃବୁଜୁଳା କାଢ଼ି ଦେଇଛନ୍ତି ନରରାକ୍ଷସ

୩୮ ଦିନରେ ନାଲକୋ ଜମିହରା ପ୍ରଜାଙ୍କ ଧାରଣା: ଦିନ ରାତି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସି ମାଗୁଛନ୍ତି ନ୍ୟାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି., ଆଇ.ଟି.ଆଇ.(୧୯୮)ଙ୍କ ଧାରଣା ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୧୫ ଠାରୁ ଆରମ୍ଭ ହୋଇଥିବା ଏହି ଧାରଣାରେ ଆନ୍ଦୋଳନକାରୀ ଅହୋରାତ୍ର ଧାରଣା ବସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ…

Continue Reading୩୮ ଦିନରେ ନାଲକୋ ଜମିହରା ପ୍ରଜାଙ୍କ ଧାରଣା: ଦିନ ରାତି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସି ମାଗୁଛନ୍ତି ନ୍ୟାୟ

ବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ(୧୯), ଓମ୍‌ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ…

Continue Readingବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ଆସନ୍ତା ୨୩ ତାରିଖ ସକାଳ ୮ ଟା ସମୟରେ ସ୍ଥାନୀୟ ଜିଲ୍ଲା କଳା କେନ୍ଦ୍ର ଠାରେ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏହି ମେଗା ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ…

Continue Readingଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର

କୁଆପଥର ମାଡ଼ କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅଦିନିଆ ଝଡ ଓ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ୧୪ ନମ୍ବର ୱାର୍ଡର ବସ୍ତି ବାସିନ୍ଦାଙ୍କୁ ଆଜି ସହାୟତା ଯୋଗାଇ ଦିଆଯାଇଛି। ଏହି ଅଦିନିଆ ଝଡ ବତାସରେ ଏହି ୱାର୍ଡର ବସ୍ତିବାସିନ୍ଦାଙ୍କ ଚାଳ ଛପର ଉଡି ଯାଇଥିଲା ଏବଂ…

Continue Readingକୁଆପଥର ମାଡ଼ କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ଛେଣ୍ଡିପଦାର ଯୁବକ

ଅନୁଗୁଳ: ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯୁବକ। ପ୍ରାୟ ୪୦ ଜଣ ଛାତ୍ର ବୁଧବାର ସିଟିଟିସିର ଲ୍ୟାବ ଏବଂ ଉତ୍ପାଦନ ଯୁନିଟଗୁଡିକୁ ପରିଦର୍ଶନ କରିଥିଲେ। ଏଥିସହ ତାଲିମରେ ବ୍ୟବହୃତ…

Continue Readingସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ଛେଣ୍ଡିପଦାର ଯୁବକ

ଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଦୁଇ ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ରାତିରେ ଅନୁଗୁଳ ଠାରେ ପହଞ୍ଚି ରାତ୍ର ଯାପନ କରିବେ। ଫେବ୍ରୁଆରୀ ୨୩ ସକାଳ…

Continue Readingଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ଅନୁଗୁଳରେ ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ୧୭୮ ପରୀକ୍ଷାର୍ଥୀ

ଅନୁଗୁଳ: ଆଜିଠୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ବାର୍ଷିକ ପରୀକ୍ଷା। ପ୍ରଥମ ଦିନ ଅନୁଗୁଳ ଜିଲ୍ଲାରେ ୧୫,୯୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫,୬୬୨ ପରୀକ୍ଷାର୍ଥୀ ଯୋଗ ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ରେଗୁଲାର, ଏକ୍ସ…

Continue Readingଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ଅନୁଗୁଳରେ ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ୧୭୮ ପରୀକ୍ଷାର୍ଥୀ

ମୋବାଇଲ ନମ୍ବର ମାଗି ଛେଚା ଖାଇଲା ଅଟୋ ଡ୍ରାଇଭର, ରାସ୍ତା ଉପରେ ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ ମହିଳା

ଅନୁଗୁଳ: ମହିଳାଙ୍କୁ ମୋବାଇଲ ନମ୍ବର ମାଗି ଛେଚା ଖାଇଲା ଅଟୋ ଡ୍ରାଇଭର। ରାସ୍ତା ଉପରେ ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ ମହିଳା। ଆଜି ଅପରାହ୍ନରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ବେଳର ଭିଡିଓ ମଧ୍ୟ…

Continue Readingମୋବାଇଲ ନମ୍ବର ମାଗି ଛେଚା ଖାଇଲା ଅଟୋ ଡ୍ରାଇଭର, ରାସ୍ତା ଉପରେ ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ ମହିଳା