କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ…

Continue Readingକୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ଅନୁଗୁଳ: ଅନୁଗୁଳ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟୋଗିକ ନିରାପତ୍ତା ସମ୍ପର୍କିତ ଏକ ସେମିନାର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଭାଗ ପକ୍ଷରୁ ଏହି ସେମିନାର ଆୟୋଜିତ ହୋଇଥିଲା। ପ୍ରଥମେ ପଦାର୍ଥ ବିଜ୍ଞାନ  ବିଭାଗର ମୁଖ୍ୟ ଡା…

Continue Readingଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମରେ ଭୁଜାଲି ଆକ୍ରମଣରେ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ଦୋଳ ଗୋବିନ୍ଦ ବେହେରା, ଦୁଷ୍ମନ୍ତ ପ୍ରଧାନ, ଶେଷ ଦେବ ବେହେରା। ଏ…

Continue Readingଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ଅନୁଗୁଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ତାଳଚେର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ…

Continue Readingତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ସାମାନ୍ୟ ବଚସାରୁ ଶ୍ରମିକଙ୍କୁ ଘରେ ପଶି ପିଟି ପିଟି ହତ୍ୟା, ବିହାରରୁ ଆସି ଅନୁଗୁଳରେ କରୁଥିଲେ କାମ

ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବିହାର ବେଗୁସରାଇ ଅଞ୍ଚଳର ମହମ୍ମଦ ଜୁଲାନି। ସେ…

Continue Readingସାମାନ୍ୟ ବଚସାରୁ ଶ୍ରମିକଙ୍କୁ ଘରେ ପଶି ପିଟି ପିଟି ହତ୍ୟା, ବିହାରରୁ ଆସି ଅନୁଗୁଳରେ କରୁଥିଲେ କାମ

ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ନିକଟସ୍ଥ ଚଣ୍ଡୀବଜାର ଠାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବାଇକ ଆରୋହୀ ହେଲେ କାଣ୍ଡସର ଅଞ୍ଚଳର ସିତୁନ ବାରିକ (୨୦)। ସୂଚନା ମୁତାବକ, ଚଣ୍ଡୀବଜାର ଆଡ଼ୁ ଏକ ବାଇକ…

Continue Readingବାଇକ- ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ଯୁବକ ମୃତ

ବୃଦ୍ଧଙ୍କୁ ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ି ନେଲା ବୋଲେରୋ, ଘଟଣାସ୍ଥଳରେ ମୃତ୍ୟୁ; ରାସ୍ତା ରୋକ କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଠାରେ ଏକ ବୋଲେରୋ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସଡ଼କସାହିର ବାସିନ୍ଦା ଅଥାନି ପରିଡା(୬୫)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବନ୍ତଳା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସୂଚନାଯୋଗ୍ୟ…

Continue Readingବୃଦ୍ଧଙ୍କୁ ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ି ନେଲା ବୋଲେରୋ, ଘଟଣାସ୍ଥଳରେ ମୃତ୍ୟୁ; ରାସ୍ତା ରୋକ କଲେ ସ୍ଥାନୀୟ ଲୋକ

ଚାକିରି ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, ମିଳିଲାନି ନିଯୁକ୍ତି: ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା !

ଅନୁଗୁଳ: ଚାକିରି କରେଇ ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, କିନ୍ତୁ ମିଳିଲାନି ନିଯୁକ୍ତି। ଟଙ୍କା ଫେରାଇବାକୁ କହିବାରୁ ଜୀବନରୁ ମାରିଦେଲେ। ଅନୁଗୁଳ ଜିଲ୍ଲା  ଶିଳ୍ପାଞ୍ଚଳ ଥାନା ନିଶା ଅଞ୍ଚଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ମାମଲା…

Continue Readingଚାକିରି ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, ମିଳିଲାନି ନିଯୁକ୍ତି: ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା !

ଅନୁଗୁଳରେ ମାତିଛି ପାଗଳ କୁକୁର, ୨୨ ଜଣଙ୍କୁ କଲାଣି ଘାଇଲା

ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଇତି ମଧ୍ୟରେ କୁକୁର କାମୁଡ଼ାରେ ୨୨ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ଠାରୁ ଆରମ୍ଭ କରି…

Continue Readingଅନୁଗୁଳରେ ମାତିଛି ପାଗଳ କୁକୁର, ୨୨ ଜଣଙ୍କୁ କଲାଣି ଘାଇଲା

ନୂଆ ଚାରମଲିକ ବ୍ଲକ୍‌ ଗଠନ ଦାବିରେ ସାମିଲ ହେଲେ ୩ ପଞ୍ଚାୟତ, ୩୦ ବର୍ଷର ଦାବି ଦୋହରାଇବେ ଚାରମଲ୍ଲିକ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳର ୮ ଟି ପଞ୍ଚାୟତ ଓ ଚାରମଲିକ ଅଞ୍ଚଳର ୫ ଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ "ଚାରମଲିକ" ଗଠନ ନିମନ୍ତେ ଦାବି ଜୋର ଧରିଛି। ଏନେଇ ଆଜି ଜଗନ୍ନାଥପୁର, ପୁରୁଣାକୋଟ ଓ ଟିକରପଡା…

Continue Readingନୂଆ ଚାରମଲିକ ବ୍ଲକ୍‌ ଗଠନ ଦାବିରେ ସାମିଲ ହେଲେ ୩ ପଞ୍ଚାୟତ, ୩୦ ବର୍ଷର ଦାବି ଦୋହରାଇବେ ଚାରମଲ୍ଲିକ ଅଞ୍ଚଳବାସୀ