ଶହୀଦ ସ୍ତମ୍ଭ ନିର୍ମାଣ ପାଇଁ ଜମି ପ୍ରଦାନ ଦାବି

  ଅନୁଗୁଳ: ଗୁରୁବାର ଅନୁଗୁଳ ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ବ ବିଭାଗ କମିଶନର ତଥା ସମ୍ବଲପୁର ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ ଶହୀଦ ସ୍ମୃତି କମିଟି ପକ୍ଷରୁ ଅନୁଗୁଳ ସହରରେ ଏକ ଶହୀଦ ସ୍ତମ୍ଭ ନିର୍ମାଣ ନିମନ୍ତେ ଜମି ପ୍ରଦାନ ପ୍ରସଙ୍ଗରେ…

Continue Readingଶହୀଦ ସ୍ତମ୍ଭ ନିର୍ମାଣ ପାଇଁ ଜମି ପ୍ରଦାନ ଦାବି

ଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା

ଅନୁଗୁଳ: ଏଟିଭି ଓ କଳିଙ୍ଗ ଯୁବ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଲକ୍ଷ୍ମୀ ବଜାର ଠାରେ ଲିଟିଲ୍ ଷ୍ଟାର ଡ୍ୟାନସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସମାଜସେବୀ ଚିନ୍ମୟୀ ଦାସ,ପବନ କୁମାର ମାଣ୍ଡୋଠିଆ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବିଭିନ୍ନ…

Continue Readingଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା

ନିଜକୁ ସରକାରୀ ବଡ଼ ଅଫିସର ପରିଚୟ ଦେଇ ମ୍ୟାଟ୍ରିମୋନିରେ ମହିଳାଙ୍କୁ ଠକୁଥିବା ଅଭିଯୋଗ, ରସିକିଆ ଠକକୁ ଅନୁଗୁଳରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଅନୁଗୁଳ: କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ପ୍ରେମର ନାଟକ କରୁଥିଲା ଆଉ ସୁଯୋଗ ଦେଖି ଟଙ୍କା ଠକି ନେଉଥିଲା ରସିକିଆ ଠକ। ଆଜି ସେଇ ରସିକିଆକୁ ବାନ୍ଧିଛି…

Continue Readingନିଜକୁ ସରକାରୀ ବଡ଼ ଅଫିସର ପରିଚୟ ଦେଇ ମ୍ୟାଟ୍ରିମୋନିରେ ମହିଳାଙ୍କୁ ଠକୁଥିବା ଅଭିଯୋଗ, ରସିକିଆ ଠକକୁ ଅନୁଗୁଳରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୋଲିସ ବାଇକ୍ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନରେ ଅନୁଗୁଳ ରିଜର୍ଭରେ କାର୍ଯ୍ୟ କରୁଥିବା ଚନ୍ଦନ ନାଏକ…

Continue Readingନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

ନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଶକ୍ତି ନଗର କଲୋନୀରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲାର ଶିବଚରଣ ହାଁସଦାଙ୍କ ପୁଅ…

Continue Readingନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ଅନୁଗୁଳ: ଘରୋଇ କଳହ ପାଇଁ ଜୀବନ ହାରିଲେ ଯୁବକ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଗ୍ରାମର ଅନିଲ କୁମାର ସିଂହ (୩୪) ଗୁରୁବାର ଆତ୍ମହତ୍ଯା କରିଛନ୍ତି। ସୂଚନା ମୁତାବକ,ଅନିଲଙ୍କ ଘର ମଝିକା ଗାଁ ମଧ୍ୟରେ ହୋଇଥିବା ବେଳେ ସେ ଛକରେ…

Continue Readingଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

କାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: କାରକୁ ପଛ ଆଡ଼ୁ ପିଟିଲା ବାଇକ୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ବୃନ୍ଦାବନ ଢାବା ସମ୍ମୁଖରେ…

Continue Readingକାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଳଲହଡ଼ା: ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହ…

Continue Readingଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

  ଅନୁଗୁଳ: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ,ଅନୁସୂଚିତ ଜାତି ଓ ଜନଜାତି ଊନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ବଅଁରପାଳ ସେବାଶ୍ରମ ଠାରେ ଊଦଘାଟିତ…

Continue Readingବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

ଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର

ଅନୁଗୁଳ: ଘର କବାଟ ବାଡ଼େଇଲେ ଆଉ ଯିଏ ଖୋଲିଲା ତା ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ମୁଣ୍ଡକୁ କଲେ ମରଣାନ୍ତକ ଆକ୍ରମଣ। ଜଣେ ନୁହେଁ, ଗୋଟିଏ ଗାଁର ଦୁଇ ଦୁଇ ଜଣଙ୍କୁ ସମାନ ଢଙ୍ଗରେ ଆକ୍ରମଣ କରାଯାଇଛି। ଅନୁଗୁଳ ଜିଲ୍ଲା ନାଲକୋ…

Continue Readingଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର