ସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ତଳମୂଳ ପାଟଣା ତେଲି ସାହିରେ ଏକ କାରକୁ କେହି ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ସାହିର ପୁରନ୍ଦର ସାହୁଙ୍କ ପୁଅ ନରେନ୍ କୁମାର ସାହୁଙ୍କ କାର ପୋଡ଼ି ଯାଇଥିବା ନେଇ ସେ ଅଭିଯୋଗ…

Continue Readingସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

ରେଳ ଧାରଣା ଡ୍ରେନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୁହଁରେ ମାଟି ପକାଇ ପରିଚୟ ଲୁଚାଇବାକୁ ଉଦ୍ୟମ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ରେଲୱେ ଓଭର ବ୍ରିଜ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।ସୂଚନା ମୁତାବକ, ଜରପଡ଼ା ରେଲୱେ ଓଭରବ୍ରିଜ ନିକଟସ୍ଥ ରେଳ ଧାରଣା ନିକଟରେ ଗାଈ ଚରାଳି…

Continue Readingରେଳ ଧାରଣା ଡ୍ରେନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୁହଁରେ ମାଟି ପକାଇ ପରିଚୟ ଲୁଚାଇବାକୁ ଉଦ୍ୟମ

ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

  ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିମିଳିପଡ଼ା ଏସବିଆଇ ରାସ୍‌ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ରକ୍ତ ଦାନ ଶିବିର…

Continue Readingସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

କାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ…

Continue Readingକାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

ବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସରକାର ରାସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି…

Continue Readingବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ

  ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସନ୍ଥପଡା ସରପଞ୍ଚ ସହଦେଵ ସାହୁଙ୍କ ଆବାହକତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ତାଳଚେର ବିଡ଼ିଓ ଚିନ୍ମୟୀ ଚେତନା…

Continue Readingଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ

ଘୁଞ୍ଚିଲା ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ! ନୂଆବର୍ଷରେ ଆସିପାରେ ପ୍ରେକ୍ଷାଳୟକୁ

ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଅଭିନୀତ ‘ପୁଷ୍ପା’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏବେ ଦର୍ଶକ ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହେଲେ ଏବେ ଖବର ଆସିଛି ଯେ ପୁଷ୍ପା ୨ର…

Continue Readingଘୁଞ୍ଚିଲା ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ! ନୂଆବର୍ଷରେ ଆସିପାରେ ପ୍ରେକ୍ଷାଳୟକୁ

ଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଗାଁର ପ୍ରଦୀପ ବିଶ୍ବାଳ (୬୦) ଙ୍କୁ ଆଜି ସକାଳେ ଗାଁ ନିକଟ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କ ମୁଣ୍ତ, ଡାହାଣ ଗୋଡର ଆଣ୍ଠୁ ଏବଂ ବାମ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

ଅନୁଗୁଳ: ଆଜି ଲକ୍ଷପତି ଦିଦିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହରେ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ଲକର ୫୧୯ଜଣ ଲକ୍ଷପତି…

Continue Readingବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

ଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର

  ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବଲାସିଂହା ଗାଁର ରବିନ୍ଦ୍ର ବିଶ୍ଵାଳଙ୍କ ପୁଅ ରଞ୍ଜିତ ବିଶ୍ଵାଳ (୩୨) ଏବଂ ତାଙ୍କ ମାଉସୀ ପୁଅ…

Continue Readingଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର