ଏଣିକି ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା: ଗଠିତ ହେଲା “ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ”

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଲାଗି ଆଜି ଗଠିତ ହୋଇଛି ''ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ''। ସ୍ଥାନୀୟ ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ପ୍ରାଙ୍ଗଣରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ…

Continue Readingଏଣିକି ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା: ଗଠିତ ହେଲା “ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ”

ପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର କିଛି ଲୋକ ପାଣି ପାଇଁ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ…

Continue Readingପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

  ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତାଲା ଭାଙ୍ଗି ଚୋରି ହୋଇଛି। ଏ ନେଇ ଶନିବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ରାଣୀ ବିଶ୍ବାଳ ହଣ୍ଡପା ଥାନାରେ ଅଭିଯୋଗ…

Continue Readingରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅନୁଗୁଳ: ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍। ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ଼ କେରଜାଙ୍ଗ ଗାଁରେ ଆଜି ଏଭଳି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗାଁର ସରୋଜିନୀ ମହାରଣା (୪୫)। ସୂଚନା…

Continue Readingମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

  ତାଳଚେର: ତାଳଚେର ଶିଶୁବିଦ୍ୟା ମନ୍ଦିରରେ ମଧ୍ୟ ସମ୍ଭାଗ ଅନୁଗୋଳ ଜିଲ୍ଲା ତରଫରୁ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମେଳାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ…

Continue Readingଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଜମିହରା ପୂର୍ବତନ କର୍ମଚାରୀ ସଂଘ: ସାର କାରଖାନାରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାକୁ ଦାବି

ତାଳଚେର : ତାଳଚେର ସାର କାରଖାନା ଜମିହରା ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାର କାରଖାନା ଜମିହରା ସଂଘର ଉପଦେଷ୍ଟା ପର୍ଶୁରାମ ବାରିକ ଓ ଆବାହକ ବରୁଣ କୁମାର ସାହୁଙ୍କ ନେତୃତ୍ୱରେ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଜମିହରା ପୂର୍ବତନ କର୍ମଚାରୀ ସଂଘ: ସାର କାରଖାନାରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାକୁ ଦାବି

୨୬ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆସନ୍ତା ସୋମବାର ଅଗଷ୍ଟ ୨୬ ରେ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ଅଗଷ୍ଟ ୨୫ ରବିବାର ରାତିରେ ତାଳଚେର ଦୀନଦୟାଲ ନଗରରେ ପହଞ୍ଚିବେ। ଅଗଷ୍ଟ ୨୬ ସୋମବାର ଅନୁଗୁଳ…

Continue Reading୨୬ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଶୁଖିଲା ଗଛ: ପାଦେ ପାଦେ ବିପଦ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ୫୫ ନମ୍ୱର୍ ଜାତୀୟ ରାଜପଥର ଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଏକ ବଡ଼ ଶୁଖିଲା ଗଛ ରହିଛି। ଦୈନିକ ହଜାର ହଜାର ଗାଡି ମଟର ସେହି ରାସ୍ତା ଦେଇ ଯାଉଛି। ଶହ ଶହ ପଥଚାରୀ ବି ଯାଉଛନ୍ତି।…

Continue Readingଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଶୁଖିଲା ଗଛ: ପାଦେ ପାଦେ ବିପଦ
Read more about the article ଶୌଚ ଯାଇଥିବା ବେଳେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
Law Judge Gavel And Legality Symbol

ଶୌଚ ଯାଇଥିବା ବେଳେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ୧୮.…

Continue Readingଶୌଚ ଯାଇଥିବା ବେଳେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା: ଅନୁଗୁଳ ଜିଲ୍ଲାରେ ୫ ଲକ୍ଷ ସଦସ୍ୟତା କରିବାକୁ ଲକ୍ଷ୍ୟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାକୁ ବରିଷ୍ଠ ବିଜେପି ନେତା ତଥା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ।…

Continue Readingବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା: ଅନୁଗୁଳ ଜିଲ୍ଲାରେ ୫ ଲକ୍ଷ ସଦସ୍ୟତା କରିବାକୁ ଲକ୍ଷ୍ୟ