ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୁଣି ସଭାପତି ହେଲେ ଭରତ କୁମାର ସାହୁ

ଅନୁଗୁଳ: ସ୍ଥାନୀୟ ଲକ୍ଷ୍ମୀବଜାର ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଭାପତି ଭରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତିର ପ୍ରଥମ ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ଆସନ୍ତା ପୂଜାକୁ ଭଲ ଭାବେ…

Continue Readingଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୁଣି ସଭାପତି ହେଲେ ଭରତ କୁମାର ସାହୁ
Read more about the article ବାସନ ମାଜିବାକୁ ଆସିଥିବା ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ: ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ
Law Judge Gavel And Legality Symbol

ବାସନ ମାଜିବାକୁ ଆସିଥିବା ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ: ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ ଫାଷ୍ଟ ଟ୍ରାକ୍ଟ କୋର୍ଟ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୨୫.୬.୨୦୨୦ଦିନ ଅନୁଗୁଳ ଥାନା ଅନ୍ତର୍ଗତ ସୁରାବ…

Continue Readingବାସନ ମାଜିବାକୁ ଆସିଥିବା ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ: ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ

  ଆଠମଲ୍ଲିକ: ଆଠମଲ୍ଲିକ କିଆକଟା ରାଜ୍ୟ ରାଜପଥ ମାଣିକ ପଥର ଠାରେ ଗଞ୍ଜେଇ ଚାଲାଣ ହେଉଥିବା ବାଇକକୁ ଧରିଛି ପୋଲିସ। ୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ,…

Continue Reading୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ତାଳଚେର: ଭୁବନେଶ୍ୱର ଠାରେ କିଛି ଦିନ ପୂର୍ବରୁ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମହିଳା ସାମ୍ବାଦିକା ଜଣକ ଖବର ସଂଗ୍ରହ ବେଳେ…

Continue Readingମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ତ୍ରୁଟିପୂର୍ଣ୍ଣ ଆଖି ଅପରେସନ ନେଇ ଅଭିଯୋଗ ପରେ ସିଲ୍ ହେଲା ପ୍ରଧାନ ଆଇ କେୟାର, ନର୍ସିଂହୋମ ନାଁରେ ଆସୁଛି ମାଳ ମାଳ ଅବହେଳା କେସ୍

ଅନୁଗୁଳ: ଚିକିତ୍ସାରେ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ ଅପରେସନ କରିବା ଅଭିଯୋଗରେ ଆଜି ଅନୁଗୁଳ ଡାକ୍ତର ପ୍ରଧାନ ଆଇ କେୟାରକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଅଭିଯୋଗ ମୁତାବକ, ଗତ ଜୁନ ୨୦ ତାରିଖରେ କ୍ଲିନିକ୍ରେ ୧୩ ଜଣ ରୋଗୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର…

Continue Readingତ୍ରୁଟିପୂର୍ଣ୍ଣ ଆଖି ଅପରେସନ ନେଇ ଅଭିଯୋଗ ପରେ ସିଲ୍ ହେଲା ପ୍ରଧାନ ଆଇ କେୟାର, ନର୍ସିଂହୋମ ନାଁରେ ଆସୁଛି ମାଳ ମାଳ ଅବହେଳା କେସ୍

ନିଜକୁ ବିଲଡର କରି ମହିଳାଙ୍କୁ ଚୂନା ମାରି ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଛୁ, ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ : ତାଳଚେର ଅଞ୍ଚଳରେ ଅଭିନବ ଉପାୟରେ ଠକେଇ କରି ଯୁବକ ଫେରାର। ଏହି ମାଷ୍ଟର ମାଇଣ୍ଡ ହେଲା ରଞ୍ଜିତ ସାହୁ। ରଞ୍ଜିତ ନିଜକୁ ବିଲଡର କହି ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରଥମେ ଅଳ୍ପ ଟଙ୍କା ନେଇ ସୁଧ ସହ ସୁଝୁ…

Continue Readingନିଜକୁ ବିଲଡର କରି ମହିଳାଙ୍କୁ ଚୂନା ମାରି ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଛୁ, ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ସ୍ବର୍ଗତ ସାହୁ ବିଜେପିର ଜଣେ ସକ୍ରିୟ ସଂଗଠକ ଥିଲେ। ସେ ଦୁଇଦୁଇ…

Continue Readingଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ‘ନିକ୍ଷୟ ମିତ୍ର’ ରୂପେ ଜେଏସପି ଫାଉଣ୍ଡେସନ ପଞ୍ଜିକୃତ, ମିଳିଲା ପ୍ରଶଂସା ପତ୍ର

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନରେ ସାମିଲ ହୋଇଛି। ଏଥିପାଇଁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଗୁଳ…

Continue Readingପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ‘ନିକ୍ଷୟ ମିତ୍ର’ ରୂପେ ଜେଏସପି ଫାଉଣ୍ଡେସନ ପଞ୍ଜିକୃତ, ମିଳିଲା ପ୍ରଶଂସା ପତ୍ର

ଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

ଅନୁଗୁଳ: ଭାରତ ବର୍ଷର କ୍ରାନ୍ତିକାରୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡି.ଓ୍ବାଇ.ଓ.ର ୫୯ ତମ ପ୍ରତିଷ୍ଠା ଦିବସ ଆଜି ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଜିଲ୍ଲା କୋଷାଧ୍ୟକ୍ଷ ମଳୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ…

Continue Readingଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

ସାମ୍ବାଦିକ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୦୯ତମ ଜନ୍ମ ଜୟନ୍ତି ଦିବସ ପାଳିତ

ତାଳଚେର: ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କର ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ତାଳଚେର ସହରର ବଜାର ଛକ ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ସଂସଦ…

Continue Readingସାମ୍ବାଦିକ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୦୯ତମ ଜନ୍ମ ଜୟନ୍ତି ଦିବସ ପାଳିତ