ଆଇପିଏସ୍ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର, ୨ ବର୍ଷ ଥିଲେ ଅନୁଗୁଳ ଏସ୍ପି
ଭୁବନେଶ୍ବର: ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ନେଇଛନ୍ତି ୧୯୯୬ ବ୍ୟାଚ୍ର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସଂଜୟ ସିଂହ। ସଂଜୟ ସିଂହଙ୍କ ଭିଆରଏସ୍ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି…
