ଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଶକ୍ତି ସ୍ୱରୂପାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ…

Continue Readingଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ତିନି ଦିବସୀୟ ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ନବୀନ ସରକାର କିଭଳି କ୍ରୀଡା…

Continue Readingବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ସଂସଦରେ ଗୃହୀତ ମୋଟର ଚାଳକ ଆଇନକୁ ବିରୋଧ କରି ସାରା ଦେଶରେ ଗାଡି ଚାଳକଙ୍କ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଠ ମଲ୍ଲିକ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଶତାଧିକ ଗାଡିଚାଳକ…

Continue Readingନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

ଗୋଠଛଡ଼ା ଛୁଆକୁ ସାଙ୍ଗରେ ନେଲେନି ହାତୀ ଦଳ, ଅସୁସ୍ଥ ଅବସ୍ଥାରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଗୋଠ ଛଡ଼ା ହାତୀ ଛୁଆକୁ ଆଉ ସାଙ୍ଗରେ ମିଶାଉନାହାନ୍ତି ଦଳ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମରେ। ଏଠାରେ ଗତ କାଲି ଏକ ଚାରି ମାସର ହାତୀ…

Continue Readingଗୋଠଛଡ଼ା ଛୁଆକୁ ସାଙ୍ଗରେ ନେଲେନି ହାତୀ ଦଳ, ଅସୁସ୍ଥ ଅବସ୍ଥାରେ ଉଦ୍ଧାର କଲା ବନ ବିଭାଗ

ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ କଲେଜ ପକ୍ଷରୁ ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରୀଙ୍କ ପାଇଁ…

Continue Readingତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

ଅନୁଗୁଳ: ସର୍ବଭାରତୀୟ ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ ମ୍ୟାଚ୍ ତାଳଚେର ୟୁଥ୍ ସ୍ପୋଟିଂ ଓ ଏନ୍ଏନ୍ଏସ ଉତ୍ତର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଟସ୍ ଜିତି ଉତ୍ତର ପ୍ରଦେଶ ଟିମ୍ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ ହରାଇ…

Continue Readingପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

ତାଳଚେର : ତାଳଚେରରୁ ଅଯୋଧ୍ୟା ଯାତ୍ରା। ସେ ପୁଣି ପାଦରେ ଚାଲି ଚାଲି। ଭାବିବାକୁ ଅସମ୍ଭବ ଲାଗୁଥିଲେ ବି ତାଳଚେରର ଶୁଭମ ଏହି ଯାତ୍ରା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଦର୍ଶନ ଲାଗି ଶୁଭମ ଏହି…

Continue Readingଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ୭ ବଦଳରେ ୮ ରେ ହେବ ମଶାଲ ଶୋଭାଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପୂର୍ବରୁ ହେବାକୁ ଥିବା ମଶାଲ ଶୋଭାଯାତ୍ରା ଚଳିତ ମାସ ୭ ତାରିଖ ପରିବର୍ତ୍ତେ ୮ ତାରିଖରେ କରାଯିବ ବୋଲି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଏହି ମଶାଲ…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ୭ ବଦଳରେ ୮ ରେ ହେବ ମଶାଲ ଶୋଭାଯାତ୍ରା

ବିଜେପିର ମିଶ୍ରଣ ପର୍ବ : ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବଲାସିଂଘା ପଞ୍ଚାୟତର ୫୮ ବିଜେଡି କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍‌ ଅନ୍ତର୍ଗତ ଖଲାରୀ ମଣ୍ଡଳ ବଲାସିଂଘା ପଞ୍ଚାୟତର ସୁରାବ ଗ୍ରାମର ଅସନ୍ତୁଷ୍ଟ ୫୮ ଜଣ ବିଜେଡି କର୍ମୀ ଦଳ ଛାଡ଼ି ଆଜି ବିଜେପିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ମିଶ୍ରପଡ଼ାସ୍ଥିତ ଭାରତୀୟ ଜନତା ପାର୍ଟି…

Continue Readingବିଜେପିର ମିଶ୍ରଣ ପର୍ବ : ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବଲାସିଂଘା ପଞ୍ଚାୟତର ୫୮ ବିଜେଡି କର୍ମୀ

ରାସାୟନିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରଶିକ୍ଷଣ ଓ ସମନ୍ବୟ ବୈଠକ, ଆସନ୍ତା ୧୧ ରେ ହେବ ମକ୍ ଡ୍ରିଲ୍

ଅନୁଗୁଳ : ବୁଧବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ରାସାୟନିକ ବିପର୍ଯ୍ୟୟ ସମ୍ପର୍କରେ ଏକ ପ୍ରଶିକ୍ଷଣ ଓ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା…

Continue Readingରାସାୟନିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରଶିକ୍ଷଣ ଓ ସମନ୍ବୟ ବୈଠକ, ଆସନ୍ତା ୧୧ ରେ ହେବ ମକ୍ ଡ୍ରିଲ୍