‘ବ୍ଲାକ୍ ଡାଇମଣ୍ଡ’ରେ ଏଣ୍ଟ୍ରି ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା ଉଦ୍‌ଘାଟିତ, ପ୍ରତି ଘଣ୍ଟାରେ ୩୦ଟି ଟିକେଟ କରିପାରିବେ ବୁକ୍

ଅନୁଗୁଳ: ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପାଠକଙ୍କ ସୁବିଧା ପାଇଁ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥାକୁ ସ୍ଥାନୀୟ ରାଷ୍ଟ୍ରୀୟ…

Continue Reading‘ବ୍ଲାକ୍ ଡାଇମଣ୍ଡ’ରେ ଏଣ୍ଟ୍ରି ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା ଉଦ୍‌ଘାଟିତ, ପ୍ରତି ଘଣ୍ଟାରେ ୩୦ଟି ଟିକେଟ କରିପାରିବେ ବୁକ୍

ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ଆଜି ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଗବେଷିକା ତଥା ଇତିହାସକାର ଡ଼ା ରମା ମଞ୍ଜରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ବିଶିଷ୍ଟ ଅତିଥି ରୂପେ…

Continue Readingଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

ନୂଆବର୍ଷରେ ଗଣପତ କ୍ଲବ ତରଫରୁ ତାଳଚେର ବିଧାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ: ସ୍ଥାନୀୟ ଗଣପତ କ୍ଲବ ତରଫରୁ ଇଂରାଜୀ ନବବର୍ଷ -୨୦୨୪ ଉପଲକ୍ଷେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଲବ ପକ୍ଷରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ (ବାପୁ ଭାଇ), ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ (ମୁନା ଭାଇ), ଅନୁଗୁଳ…

Continue Readingନୂଆବର୍ଷରେ ଗଣପତ କ୍ଲବ ତରଫରୁ ତାଳଚେର ବିଧାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ନବ ବର୍ଷ ପାଳିତ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୫୦ ଜଣ ଶ୍ରମଜୀବୀ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ବେଶ୍ ଧୁମଧାମରେ ନବ ବର୍ଷ ପାଳିତ ହୋଇଛି। ଜିରୋ ନାଇଟ ଉପଲକ୍ଷେ ଏଠାରେ ଚିତ୍ତାକର୍ଷକ ମ୍ୟୁଜିକାଲ ନାଇଟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜେଏସପି ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ନବ ବର୍ଷ ପାଳିତ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୫୦ ଜଣ ଶ୍ରମଜୀବୀ ସମ୍ବର୍ଦ୍ଧିତ

ବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଗେଡ଼ିଆ/ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଠାରେ ‘ବାଗେଡିଆ କ୍ରିକେଟ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏ ଅବସରରେ…

Continue Readingବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କାଳିଆକଟା ଜଙ୍ଗଲ ରାସ୍ତାରେ ରବିବାର ରାତିରେ ଚଢ଼ାଉ କରି ଚୋରା କୋଇଲା ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ କାଳିଆକଟା…

Continue Readingଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଦଳରେ ଯୋଗ ଦେଲେ ରନ୍ତଲେଇ ପଞ୍ଚାୟତର ଏକାଧିକ କର୍ମୀ

ଅନୁଗୁଳ: ଆଜି ପୁଣି ପଦ୍ମ ଧରିଛନ୍ତି ଏକାଧିକ ବିଜେଡି କର୍ମୀ। ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନ୍ ରନ୍ତଲେଇ ପଞ୍ଚାୟତର ବହୁ ବିଜେଡି କର୍ମକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ…

Continue Readingମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଦଳରେ ଯୋଗ ଦେଲେ ରନ୍ତଲେଇ ପଞ୍ଚାୟତର ଏକାଧିକ କର୍ମୀ

ଶିମିଳିପଡ଼ା ଦୁର୍ଗାପୂଜା ସମିତିର ନୂଆ କର୍ମକର୍ତ୍ତା

ଅନୁଗୁଳ: ଶିମିଳିପଡ଼ା ଦୁର୍ଗାପୂଜା ସମିତିର ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ବର୍ଷର ଆୟବ୍ୟୟ ଆଲୋଚନା ହୋଇଥିଲା। ଏହାପରେ ଦେବାଶିଷମହାନ୍ତି,ସଭାପତି,ଅକ୍ଷୟ କୁମାର ଜିତ ସମ୍ପାଦକ,ପ୍ରସନ୍ନ କୁମାର ସାହୁ, ଶୁଭ୍ରଜିତ୍ ଜେନା,ସମ୍ବିତ ଥମ୍ବ ,ଉପ ସଭାପତି,ଭୀମସେନ…

Continue Readingଶିମିଳିପଡ଼ା ଦୁର୍ଗାପୂଜା ସମିତିର ନୂଆ କର୍ମକର୍ତ୍ତା

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷାଦାନ ଶିବିର

ଅନୁଗୁଳ: ଚଳିତ ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ କିପରି ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ମାନନୀୟ ଜିଲ୍ଲାପାଳ ମହୋଦୟ ତଥା ଜିଲ୍ଲା ଶିକ୍ଷାଧିକାରୀଣୀ ବିଭିନ୍ନ ସମୟରେ ଅନେକ ଉଚିତ ପଦକ୍ଷେପ ନେଇଛନ୍ତି। ଗତ…

Continue Readingଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷାଦାନ ଶିବିର

ଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

ତାଳଚେର : ଅଦିନିଆ ବର୍ଷା ଦାଉରୁ ଗଜାଧାନକୁ ରକ୍ଷା କରିବା ପାଇଁ ସରକାର ଚାଷୀଙ୍କୁ ପାଲ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ତାଳଚେରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ତାଳଚେର ତହସିଲରେ ପାଲ ବଣ୍ଟନକୁ ନେଇ…

Continue Readingଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା