ବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି
ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ କଣିହାଁ ବ୍ଲକ ଦଳକ ପଞ୍ଚାୟତର ଦଲକ- ଝରଣ ଏମଆଇପି ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ୨୦୦୧…




