ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା, ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

ଅନୁଗୁଳ: ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଫାଣ୍ଡି ଛକ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶରତ ଖୁଣ୍ଟିଆ ପାରିବାରିକ କଳହକୁ…

Continue Readingସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା, ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

ଡାକ୍ତରଖାନା ସିକ୍ୟୁରିଟି ଓ ରୋଗୀଙ୍କ ସଂପର୍କୀୟ ମୁହାଁ ମୁହିଁ

ଅନୁଗୁଳ: ଆଜି ଅପରାହ୍ନ ଚାରିଟା ସମୟରେ ଅନୁଗୁଳ ଡାକ୍ତରଖାନା ପରିସରରେ ସିକ୍ୟୁରିଟି ଓ ସ୍ଥାନୀୟ କିଛି ଯୁବକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ବସ୍ତିର ଦୁଇଜଣ ଯୁବକ ଦେହ ଦେଖାଇବାକୁ ଅନୁଗୁଳ ଡାକ୍ତରଖାନା ଆସିଥିଲେ। ସେମାନେ ବାଇକ୍ ଟିକୁ…

Continue Readingଡାକ୍ତରଖାନା ସିକ୍ୟୁରିଟି ଓ ରୋଗୀଙ୍କ ସଂପର୍କୀୟ ମୁହାଁ ମୁହିଁ

୬ରୁ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ: ରାଜ୍ୟପାଳ ରଘୁବର ଦାସଙ୍କ ଚଳିତ ମାସ ୬ ଓ ୭ ତାରିଖରେ ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା…

Continue Reading୬ରୁ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଫାଟିଲା ନାଲକୋ ଆସ୍ ପାଇପ୍ ଲାଇନ୍ , ଠିକା ସଂସ୍ଥା କହିଲା- ଖବର ପହଞ୍ଚିନି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ୍ ଫାଟି ଯାଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ କୌଣସି କାରଣରୁ…

Continue Readingଫାଟିଲା ନାଲକୋ ଆସ୍ ପାଇପ୍ ଲାଇନ୍ , ଠିକା ସଂସ୍ଥା କହିଲା- ଖବର ପହଞ୍ଚିନି

ଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?

ଅନୁଗୁଳ: ଆରମ୍ଭ ହୋଇଛି ଚଳିତ ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଅଗ୍ରଗତି ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସାଂସଦ କହିଛନ୍ତି, କାମ ସଂପୂର୍ଣ୍ଣ ନ…

Continue Readingଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?

କୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କୁଚିଣ୍ଡାକୁ ମାତ୍ ଦେଇ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ

ଅନୁଗୁଳ: ଉଦଘାଟିତ ହୋଇଛି କୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆଜି ଭୁବନେଶ୍ୱରର ଜଗା ୟୁନାଇଟେଡ ସହିତ କୁଚିଣ୍ଡାର ବିଏଫସିର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ ହୋଇଛି। ମୁଖ୍ୟ ଅତିଥିଭାବେ ବିରଞ୍ଚି ନାରାୟଣ ସାହୁ ଯୋଗ ଦେଇଥିବା ବେଳେ…

Continue Readingକୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କୁଚିଣ୍ଡାକୁ ମାତ୍ ଦେଇ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ

ପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ମୃତ

ଅନୁଗୁଳ: ବାଇକ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ମହୀଧରପୁରରୁ ବନ୍ତଳା ରାସ୍ତାରେ ମହିଧରପୁର ଗାଁର ଶମ୍ଭୁ ସାହୁ (୫୫) ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କୁ…

Continue Readingପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ମୃତ

ଅନୁଗୁଳ ସମେତ ୯ ଜିଲ୍ଲାରେ ଭୂତଳ ଜଳ କମୁଛି

ଅନୁଗୁଳ: ରାଜ୍ୟରେ ଅନୁଗୁଳ ଜିଲ୍ଲା ସମେତ ନ ଟି ଜିଲ୍ଲାରେ ଭୂତଳ ଜଳ ସ୍ତର ଢେର୍ କମିଛି। ବର୍ଷା ଜଳ ଅମଳ ପ୍ରକଳ୍ପ ଓ ଭୂତଳ ଜଳ ପୁନର୍ଭରଣ କରିବା ପାଇଁ ସରକାରୀ ସ୍ତରରେ ଯେତେ ଉଦ୍ୟମ ହୋଇଥିଲା ତାହା ଫେଲ…

Continue Readingଅନୁଗୁଳ ସମେତ ୯ ଜିଲ୍ଲାରେ ଭୂତଳ ଜଳ କମୁଛି

ଅନୁଗୁଳରେ ‘ମୁଁ ବି ହେବି …, ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମ ଆୟୋଜିତ, ବିଜେଡିର କାର୍ଯ୍ୟକ୍ରମକୁ ପ୍ରତି ଘରେ ପହଞ୍ଚାଇବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ବିଜୁ ଯୁବ - ଛାତ୍ର ଜନତା ଦଳ ପକ୍ଷରୁ ମୁଁ ବି ହେବି ... , ନବୀନ ଓଡ଼ିଶାର ସାରଥୀ କାର୍ଯ୍ୟକ୍ରମ ସଭାଘର ଠାରେ ଆୟୋଜିତ ହୋଇଛି। ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା…

Continue Readingଅନୁଗୁଳରେ ‘ମୁଁ ବି ହେବି …, ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମ ଆୟୋଜିତ, ବିଜେଡିର କାର୍ଯ୍ୟକ୍ରମକୁ ପ୍ରତି ଘରେ ପହଞ୍ଚାଇବାକୁ ପରାମର୍ଶ

ଭିଜିଲାନ୍ସ ଜାଲରେ ବ୍ଲକ୍ କିରାଣୀ

ଅନୁଗୁଳ: ଆଜି ଜିଲ୍ଲା ଭିଜିଲାନ୍ସ ଜାଲରେ ପଡିଛନ୍ତି କିଶୋରନଗର ବ୍ଲକ୍ ର ଜଣେ ବରିଷ୍ଠ କିରାଣି।ଉକ୍ତ କିରାଣୀ ନିତ୍ୟାନନ୍ଦ ଗାଇଗରିଆ ପୂର୍ଣ୍ଣ ଚନ୍ଦ୍ର ଭୁକ୍ତା ନାମକ ଜଣେ କର୍ମଚାରୀଙ୍କ ବକେୟା ଦରମା କରିଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ।…

Continue Readingଭିଜିଲାନ୍ସ ଜାଲରେ ବ୍ଲକ୍ କିରାଣୀ