ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ, ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ଅନୁଗୁଳ: ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ. ନିରୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ…

Continue Readingଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ, ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ତାଳଚେର: ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରସ୍ଥିତ ଡି.ଏ.ଭି.ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଏକ ବୈଦିକ ହୋମଯଜ୍ଞ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ବି. ମହମ୍ମୁଦ ମିଆଁ, ପ୍ରତିଭା ମହିଳା ମଣ୍ଡଳର ସଭାପତି…

Continue Readingକଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ

ଅନୁଗୁଳ : ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପରେଶ୍‌ ମାଲି, କାଜଲ ଦାସ, ମନୁ ସ୍ବାମୀ ଓ ରେଖା…

Continue Readingଅନୁଗୁଳ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ

ମାନବ ସେବାଶ୍ରମକୁ ଆସିବେ ରାଜ୍ୟପାଳ- ଚିନ୍ମୟୀ ଦାସ

ଅନୁଗୁଳ: ସବୁବେଳେ ଅସହାୟ,ଦୁସ୍ଥ, ଗରିବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା କିନ୍ନର ଚିନ୍ମୟୀ ରାଜ୍ୟରେ ପ୍ରଥମ କିନ୍ନର ଆଶ୍ରମ ପରିଚାଳିକା। ସାରା ଓଡିଶାରେ ରହିଛି ତାଙ୍କୁ ଅନେକ ପ୍ରଶଂସା ମିଳିଛି। ସେଥିପାଇଁ ବିଭିନ୍ନ ଅନୁଷ୍ଠାନ,ପ୍ରଶାସନ,ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମହଲରୁ…

Continue Readingମାନବ ସେବାଶ୍ରମକୁ ଆସିବେ ରାଜ୍ୟପାଳ- ଚିନ୍ମୟୀ ଦାସ

ଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପେଡିପଥର ପଞ୍ଚାୟତର ଯୁବ ବିଜେପି ନେତା ସୁଶାନ୍ତ କୁମାର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଶୋକବାର୍ତ୍ତାରେ ଲେଖିଛନ୍ତି, ଆମ…

Continue Readingଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ କହିଲେ ପରିବହନ ମନ୍ତ୍ରୀ, ବିଜେଡିକୁ ମାଗିଲେ ଜବାବ

ଭୁବନେଶ୍ବର: ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା। ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚରିତାର୍ଥ…

Continue Readingଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ କହିଲେ ପରିବହନ ମନ୍ତ୍ରୀ, ବିଜେଡିକୁ ମାଗିଲେ ଜବାବ

ବଳଭଦ୍ର ରଥରୁ ପଡ଼ିଯିବା, ରାଷ୍ଟ୍ର ପାଇଁ ଅଶୁଭ ସଂକେତ: ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ହୋଇଛି ଲିଖିତ

ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ର ରଥ ଉପରୁ ଖସିପଡ଼ିଥିଲେ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ ଉପରୁ ପାଖାପାଖି ୪-୫ ହାତ ତଳକୁ ଖସିଯାଇଥିଲେ ବଳଭଦ୍ର।…

Continue Readingବଳଭଦ୍ର ରଥରୁ ପଡ଼ିଯିବା, ରାଷ୍ଟ୍ର ପାଇଁ ଅଶୁଭ ସଂକେତ: ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ହୋଇଛି ଲିଖିତ

ଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

ଅନୁଗୁଳ: ଅନୁଗୁଳ ସହରର ହାକିମପଡା ଅଞ୍ଚଳରେ ଏକ ଖୋଲା ଟ୍ୟାପରେ ଜଳ ଅପ ବ୍ୟବହାର ହେଉଥିବା ନେଇ ଖବର ପ୍ରସାରଣ ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ସେହି ଖୋଲା ଟ୍ୟାପରେ ମିଟର ଲଗାଇ ନିଜ ଦୋଷ ଦୁର୍ବଳତା ଘୋଡାଇବାକୁ…

Continue Readingଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

ରୋଟାରୀ ପବ୍ଲିକ ସ୍କୁଲରେ ଵନ ମହୋତ୍ସବ

ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଗୁଳ ବନ ଖଣ୍ଡ ଅଧିକାରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗେଇବା ସହ ଗଛର ସୁରକ୍ଷା…

Continue Readingରୋଟାରୀ ପବ୍ଲିକ ସ୍କୁଲରେ ଵନ ମହୋତ୍ସବ

ଅନୁଗୁଳରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ

ଅନୁଗୁଳ: ମଙ୍ଗଳବାର ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୦୯ଟି ଅଭିଯୋଗ ଗ୍ରହଣ କରାଯାଇଥ‌ିବା ବେଳେ ସେଥ‌ିମଧ୍ୟରୁ ୨୦୨ଟି ବ୍ୟକ୍ତିଗତ ଓ ୦୭ଟି ଗ୍ରାମ୍ୟ ଭିତ୍ତିକ…

Continue Readingଅନୁଗୁଳରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ