ଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି…
ପାଳଲହଡ଼ା: ସୁଭଦ୍ରା ଯୋଜନାର ରୂପରେଖ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଶରତ ଚନ୍ଦ୍ର କ୍ଳବ ପରିସରରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ଆଡ଼ଭୋକେଟ ତନ୍ମୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ…
ଅନୁଗୁଳ: ଚକବନ୍ଦୀ ସମସ୍ୟା ନେଇ ଆଜି ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଭେଟିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଜନସାଧାରଣ କିଭଳି ଭାବରେ ଚକବନ୍ଦୀ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମସ୍ତ ବିଷୟ ଜନସାଧାରଣଙ୍କ ପାଖରୁ ସାଂସଦ ବୁଝିଥିଲେ। ପୂର୍ବରୁ ୨୦୨୧ ମସିହାରେ କେନ୍ଦ୍ରମନ୍ତ୍ରୀ…
ପୁରୀ: ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ। ଆଜି ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ରଥ ଉପରୁ ଖସିପଡ଼ିଛନ୍ତି ବଡ଼ ଦିଅଁ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ…
ଅନୁଗୁଳ: ଗତ ପାଞ୍ଚ ତାରିଖ ବଡି ଭୋର ସମୟରେ ଅନୁଗୁଳ ପରିଵୀକ୍ଷଣ ଛାତ୍ରାବାସ ବା ସଂସ୍କାର ଗୃହର ନାବାଳକ ଅନ୍ତେବାସୀ ଗାଧୁଆ ଘରେ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦୁଃଖର କଥା ପିଲାଟିର ବାପା…
ଭୁବନେଶ୍ୱର: ବର୍ଷା ସହ ରାଜ୍ୟରେ ଆତଙ୍କ ଖେଳାଇଲାଣି ଡେଙ୍ଗୁ। ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏହାକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ…
ଅନୁଗୁଳ: ଅଧା ରହିଗଲା ତାରିଣୀ ଦର୍ଶନ। ମଝି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବୋଲେରୋ। ସମସ୍ତ ଯାତ୍ରୀ ଗୁରୁତର। ସୂଚନା ମୁତାବକ, ସୋମବାର ରାତିରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁର ଗୋଟିଏ ପରିବାର ତାରିଣୀ ଦର୍ଶନ କରିବା ପାଇଁ ବୋଲେରୋରେ କେନ୍ଦୁଝର…
ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ସୋମବାର ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ,କୋଇଲା ପରିବହନ ରାସ୍ତା ଆଦି…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ। ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ…
ଅନୁଗୁଳ: ଆସନ୍ତା ଜୁଲାଇ୧୩ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରେଷ୍ଟ ଅଫ ଓଡ଼ିଶା ତରଫରୁ ଖେଳିବା ପାଇଁ ଅନୁଗୁଳର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି। ମନୋନୀତ ଦୁଇ…