ଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର
ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗ ଖ୍ରୀଷ୍ଟିଆନପଡ଼ାରୁ ଗୁରୁବାର ଦିନ ପ୍ରାୟ ଦଶଟା ସମୟରେ ଜଣେ ମହିଳା ସିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ବାଇକରେ ଆସୁଥିବା ଦୁଇ ଲୁଟେରା ମହିଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝିଙ୍କୀ ନେଇଥିଲେ। ଏଥିରେ ମହିଳା ଜଣକର ବେକ ଖଣ୍ଡିଆ…
ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗ ଖ୍ରୀଷ୍ଟିଆନପଡ଼ାରୁ ଗୁରୁବାର ଦିନ ପ୍ରାୟ ଦଶଟା ସମୟରେ ଜଣେ ମହିଳା ସିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ବାଇକରେ ଆସୁଥିବା ଦୁଇ ଲୁଟେରା ମହିଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝିଙ୍କୀ ନେଇଥିଲେ। ଏଥିରେ ମହିଳା ଜଣକର ବେକ ଖଣ୍ଡିଆ…
ଭୁବନେଶ୍ବର: ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ନେଇଛନ୍ତି ୧୯୯୬ ବ୍ୟାଚ୍ର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସଂଜୟ ସିଂହ। ସଂଜୟ ସିଂହଙ୍କ ଭିଆରଏସ୍ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି…
ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି। ଆଜି ସକାଳୁ ଆରମ୍ଭ ହୋଇଯାଇଛି ଅସହ୍ୟ ତାତି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ଼ ୩୩.୪, ଝାରସୁଗୁଡ଼ା ଓ…
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା ବିଳମ୍ବରେ କରିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହଙ୍କ ଉପରେ ରାଜ୍ୟ ବିଜେଡି ଭରସା କରିଛି। ଏବେ ସଂଯୁକ୍ତାଙ୍କୁ ନେଇ ଭୋଟରଙ୍କ ମନରେ ଅନେକ…
ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜି ମହଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ଅପରାଜିତା ପୂଜା, ଚରୁ ବିତରଣ ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ପହଞ୍ଚିଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେଠାରେ ସେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଏ ଅବସରରେ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଭାବରେ କିଛିଦିନ ହେବ ଗୋରୁଚାଲାଣ କରାଯାଉଛି। ବାରମ୍ବାର ବେଆଇନ ଭାବରେ ଗୋରୁଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଅବାଧ ଗୋରୁ ଚାଲାଣ…
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ଅନ୍ତର୍ଗତ ଖଲାରୀ ମଣ୍ଡଳ ବଲାସିଂଘା ଗ୍ରାମ ପଞ୍ଚାୟତର ପଣ୍ଡପୁର ଓ ବିଶ୍ବନାଥପୁର ଗ୍ରାମର ବହୁ ବିଜେଡି କର୍ମୀ ଆଜି ବିଜେପିରେ ମିଶିଛନ୍ତି। ସ୍ଥାନୀୟ ମିଶ୍ରପଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ…
ନୂଆଦିଲ୍ଲୀ: ଡହ ଡହ ଖରା ମଧ୍ୟରେ ଆଶ୍ବସ୍ତି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫ ପ୍ରତିଶତ କମ କିମ୍ବା ଅଧିକ…
ଅନୁଗୁଳ: ମଙ୍ଗଳବାର ଦିନ ସ୍ଥାନୀୟ କ୍ରିକେଟ୍ କାଫେ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏଥିରେ ଆଗାମୀ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି। ଆଗାମୀ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ଅଧ୍ୟକ୍ଷ ଭାବରେ…