ଘରେ ଇଲେକ୍ଟ୍ରିକ ଲାଇନ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁସୁବା ପଞ୍ଚାୟତ ଭାଲିଆବେଡା ଗାଁରେ ରବିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ତ୍ରିପୁରାରୀ ନାଏକ (୪୮)। ସୂଚନା ମୁତାବକ, ତ୍ରିପୁରାରୀ ଘରେ ଇଲେକ୍ଟ୍ରିକ ଲାଇନ…

Continue Readingଘରେ ଇଲେକ୍ଟ୍ରିକ ଲାଇନ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ

ଅନୁଗୁଳ: ରାଜ୍ୟ ସରକାର ବଦଳିବା ପରେ ବିଜେଡିର ନେତାଙ୍କ ମତିଗତି ବି ପରିବର୍ତ୍ତନ ହେଲା ଭଳି ଗନ୍ଧ ଆସୁଛି। କିଛି ନେତା ଖୋଲାଖୋଲି ଦଳ ବିରୋଧରେ ମୁହଁ ଖୋଲୁ ନ ଥିବା ବେଳେ ସେମାନଙ୍କ କାର୍ଯ୍ୟ କିନ୍ତୁ ଅନେକ କିଛି କହୁଛି।…

Continue Readingହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ

ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ ନୂଆ କେଳେଙ୍କାରୀ ସାମ୍ନାକୁ ଆସୁଛି। ବିଭାଗରେ ତଳ କର୍ମଚାରୀଠୁ ନେଇ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମନୋମୁଖୀ କାର୍ଯ୍ୟ କରୁଛନ୍ତି। ପାଣି ସଂଯୋଗ କରିବାରେ ଏଠାରେ ଅଧିକାରୀମାନେ ମନ ଇଚ୍ଛା କାମ କରୁଥିବା ଅଭିଯୋଗ…

Continue Readingଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

ସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ନୂଆ ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ରାଜ୍ୟର ବିକାଶ ରେ ସରକାରୀ ଜମି ଜବର ଦଖଲ ସମସ୍ୟା ଏକ ଗୁରୁତର କାରକ ଭାବେ ଦେଖା…

Continue Readingସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଆଜିକାଲିର ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ତେବେ ଭଲ ସ୍ବାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବାକୁ ସବୁବେଳେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି ହେଉ କିମ୍ବା…

Continue Reading୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ରଥରେ ବସି ମାଉସୀ ଘରକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି, ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଗୁଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏ ଅବସରରେ ବଡି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ସେନାପଟା ଲାଗି,…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ରଥରେ ବସି ମାଉସୀ ଘରକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି, ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଆଜିର ଦିନରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା, ପାକିସ୍ତାନକୁ ଦେଖାଇଥିଲେ ଔକାତ୍

ଅନୁଗୁଳ: ୧୯୯୯ ମସିହାର ଆଜିର ଦିନରେ ଦ୍ରାସ ସବ ସେକ୍ଟରରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା। ତାଙ୍କର ଅମର କାହାଣୀ ଆଜି ବି ଭାରତୀୟ ସୈନିକଙ୍କୁ ଉତ୍ସାହିତ ଓ ଉନ୍ମାଦିତ କରେ। ଆଉ ତାଙ୍କ ବୀରତ୍ୱ ସିନେ…

Continue Readingଆଜିର ଦିନରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା, ପାକିସ୍ତାନକୁ ଦେଖାଇଥିଲେ ଔକାତ୍

ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମର କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଦିନ ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ସମାଜର ସଭାପତି ଭାଗିରଥୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଇଚ୍ଛାପୁର ଗ୍ରାମର କୃଷକଙ୍କ…

Continue Readingଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ଆସନ୍ତା ୮ ତାରିଖ ରଥଯାତ୍ରା ଉପଲକ୍ଷେ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ…

Continue Readingରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମଇମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ୭ ଦିନ ହେଲାଣି ପୋଡ଼ି ଯାଇଛି। କିନ୍ତୁ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ବସ୍ତିରେ ରହୁଥିବା ୧୫ ପରିବାର…

Continue Reading୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର