ପୋଲିସ କଲୋନୀ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରୀ ସତ୍ୟ ସାଇ ସେବା ସମିତି ଅନୁଗୁଳ ଶାଖା ପକ୍ଷରୁ ଅନୁଗୁଳ ପୋଲିସ କଲୋନୀରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ "ପ୍ରେମ ତରୁ" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡ଼ିଆଇବି ଡିଏସପି…

Continue Readingପୋଲିସ କଲୋନୀ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ବୟସ୍କଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୩ର ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ…

Continue Readingଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ବୟସ୍କଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ର ଏକ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ ହୋଇଛି। ଅନୁଗୁଳର ମୋଟର ଯାନ ଇନ୍ସପେକ୍ଟର ବିଭୂରଞ୍ଜନ ନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଏସଆରଟିସି…

Continue Readingଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ଆଠମଲ୍ଲିକର ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ, ସୁସ୍ଥ ଜୀବନ ପାଇଁ କଲେ କାମନା

ଆଠମଲ୍ଲିକ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ଗ୍ରାମ ଉପକଣ୍ଠ ପୁରୁଣାପାଣିର ଶତାୟୁ ମହିଳା ଶଶୀ ସାହୁ (୧୦୬) ଙ୍କୁ ଆଠମଲ୍ଲିକ ଉପ ଜିଲ୍ଲାପାଳ ଡ. ଜିତେନ୍ଦ୍ର ପାତ୍ର ସମ୍ମାନିତ କରିଛନ୍ତି। ଆଜି ଉପଜିଲ୍ଲାପାଳ…

Continue Readingଆଠମଲ୍ଲିକର ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ, ସୁସ୍ଥ ଜୀବନ ପାଇଁ କଲେ କାମନା

ଅଲେଖ ମହିମା ଆଶ୍ରମର ବାବା ବିଦ୍ୟାଧର ଦାସଙ୍କ ମହାପ୍ରୟାଣ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧର ଅଲେଖ ମହିମା ଆଶ୍ରମର ବାବା ବିଦ୍ୟାଧର ଦାସଙ୍କ ମହାପ୍ରୟାଣ ଖବର ଶୁଣି ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ବାବା…

Continue Readingଅଲେଖ ମହିମା ଆଶ୍ରମର ବାବା ବିଦ୍ୟାଧର ଦାସଙ୍କ ମହାପ୍ରୟାଣ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଇକରୁ ଖସି ପଡ଼ି ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଯଦୁନାଥ ପୁର ଛକ ଠାରେ ବାଇକରୁ ଖସି ପଡ଼ିବାରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ଅଙ୍ଗନୱାଡ଼ି କର୍ମୀ ହେଉଛନ୍ତି ସମଲ ବ୍ୟାରେଜ ନିବାସୀ ଅନଙ୍ଗ ମଞ୍ଜରୀ ସିହ୍ନା। ସେ ଅଫିସ…

Continue Readingବାଇକରୁ ଖସି ପଡ଼ି ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ

ମଦ ପିଇ ଗାଡ଼ି ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ, ବାଇକ ଜବତ

ବଇଣ୍ଡା: ସ୍ଥାନୀୟ ବାମୁର ଅଞ୍ଚଳରେ ଶନିବାର ଦିନ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ କିଶୋରନଗର ଥାନା ପୋଲିସ ଦୋହଲି ଗ୍ରାମର ସନ୍ତୋଷ ସାହୁଙ୍କୁ ଗିରଫ କରିବା ସହ ତାଙ୍କ ବାଇକ ଜବତ କରିଛି। ଏନେଇ କେସ ନମ୍ବର ୨୧୨/୨୩ ରେ…

Continue Readingମଦ ପିଇ ଗାଡ଼ି ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ, ବାଇକ ଜବତ

୯ ତାରିଖ ମଧ୍ୟ ରାତ୍ରରୁ ଗଡ଼ିବନି ଟ୍ରକ, ବନ୍ଦ ଡାକରା ଦେଲା ତାଳଚେର ଟ୍ରକ ମାଲିକ ସଂଘ

ତାଳଚେର: ଲୋଡିଂ ଓ ବର୍ଦ୍ଧିତ ଭଡ଼ାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ତାଳଚେର ଟ୍ରକ ମାଲିକ ସଂଘ। ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଆୟୋଜିତ ବୈଠକରେ ଭଡା ଓ ଲୋଡିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଗାମୀ ୯…

Continue Reading୯ ତାରିଖ ମଧ୍ୟ ରାତ୍ରରୁ ଗଡ଼ିବନି ଟ୍ରକ, ବନ୍ଦ ଡାକରା ଦେଲା ତାଳଚେର ଟ୍ରକ ମାଲିକ ସଂଘ

ଯୁବ କଂଗ୍ରେସ ନିର୍ବାଚନରେ ବିଜୟୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ

ଅନୁଗୁଳ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆଗମନ ଅବସରରେ ଯୁବ କଂଗ୍ରେସ ନିର୍ବାଚନରେ ବିଜୟୀ ହେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଶୁକ୍ରବାର ଅପରାହ୍ନରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନବ-ନିର୍ବାଚିତ ହେଇଥିବା ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି…

Continue Readingଯୁବ କଂଗ୍ରେସ ନିର୍ବାଚନରେ ବିଜୟୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ

ବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

ଅନୁଗୁଳ: ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ,ସନ୍ଥ ନିରଙ୍କରି ମଣ୍ଡଳ,ଅନୁଗୁଳ ଶାଖା ଏବଂ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି…

Continue Readingବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର