ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ,ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଛେଣ୍ଡିପଦ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ଗ୍ରାମର ମା’ରାମଚଣ୍ଡୀ ଠାକୁରାଣୀଙ୍କ ୪ଦିନ ବ୍ୟାପି ବାର୍ଷିକ ଯାତ୍ରା,ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଆରମ୍ଭ ହୋଇଥିବା ମା’ଙ୍କ ପୂଜାର୍ଚ୍ଚନା ଯଥାରୀତିନିତି…

Continue Readingମା’ ରାମଚଣ୍ଡୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ,ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ: ଚଳିତବର୍ଷ ହେଉଛି ୨୨ଟି ମେଢ଼, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟଙ୍କୁ ସ୍ବାଗତ ଜଣାଇବା ସହ ପୂର୍ବ…

Continue Readingଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ: ଚଳିତବର୍ଷ ହେଉଛି ୨୨ଟି ମେଢ଼, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ

ହାଇସ୍କୁଲ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାଇସ୍କୁଲ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅନୁଗୁଳ ସହର ଓ ଆଖପାଖ ସ୍କୁଲ ଗୁଡ଼ିକ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଡ଼ସ ଏବଂ ସ୍ବାସ୍ଥ୍ୟ ଭିତ୍ତିକ ଏହି କୁଇଜ୍ କାର୍ଯ୍ୟକ୍ରମରେ ପିଟିସି ହାଇସ୍କୁଲ…

Continue Readingହାଇସ୍କୁଲ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ

ତାଳଚେର ବିଧାୟକଙ୍କ କ୍ୟାମ୍ପ ସାମ୍ନାରୁ ବୋମା ଉଦ୍ଧାର, ସହରରେ ନାକାବନ୍ଦୀ କଲା ପୋଲିସ

ଅନୁଗୁଳ: ତାଳଚେର ବିଧାୟକଙ୍କ କ୍ୟାମ୍ପ ସାମ୍ନାରେ ବୋମା। ଆଜି ସକାଳେ ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିଟା ଭରତପୁ୍ର ସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ୍ ପାଖରୁ ବୋମା ଉଦ୍ଧାର ହୋଇଛି। ବିଧାୟକଙ୍କ ସମର୍ଥକମାନେ ଏହି ବୋମାକୁ ଦେଖିଥିଲେ। ତେବେ…

Continue Readingତାଳଚେର ବିଧାୟକଙ୍କ କ୍ୟାମ୍ପ ସାମ୍ନାରୁ ବୋମା ଉଦ୍ଧାର, ସହରରେ ନାକାବନ୍ଦୀ କଲା ପୋଲିସ

ଜଙ୍ଗଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କମ୍ପାନୀ ଲୋକ ଆଣି ଫିଙ୍ଗି ଦେଇଥିବା ଅଭିଯୋଗ

ଆଠମଲ୍ଲିକ: ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ଝରଝରୀ ଘାଟି ଜଙ୍ଗଲରୁ ଗୁରୁବାର ଅପରାହ୍ନରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଆଠମଲ୍ଲିକ ଥାନା ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ପାତ୍ର ଓ ଠାକୁରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ…

Continue Readingଜଙ୍ଗଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କମ୍ପାନୀ ଲୋକ ଆଣି ଫିଙ୍ଗି ଦେଇଥିବା ଅଭିଯୋଗ

କୂଅରୁ ପାଣି କାଢ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ବିଦ୍ୟୁତ ଆଘାତରେ ଗୁରୁତର ମହିଳାଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜ୍ଞାନେନ୍ଦ୍ର ନାଏକଙ୍କ ସ୍ତ୍ରୀ ନନ୍ଦିନୀ ନାଏକ (୪୬) ସନ୍ଧ୍ୟାରେ କୂଅରୁ ପାଣି କାଢ଼ିବା ବେଳେ ବିଦ୍ୟୁତ…

Continue Readingକୂଅରୁ ପାଣି କାଢ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଏକ ଦିନିକିଆ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଏକ ଦିନିକିଆ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଆୟୋଜିତ

ବିଜେପିର ଟାର୍ଗେଟରେ ଶାସକ ଦଳ: ଅନୁଗୁଳ ଜିଲ୍ଲା ପାଇଁ ବିଜେଡି କ’ଣ କରିଛି ବୋଲି କଲେ ପ୍ରଶ୍ନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଅନୁଗୁଳରେ ଦୀର୍ଘ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ଅଛି କିନ୍ତୁ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ କଣ କରିଛି ବୋଲି ଜିଲ୍ଲା…

Continue Readingବିଜେପିର ଟାର୍ଗେଟରେ ଶାସକ ଦଳ: ଅନୁଗୁଳ ଜିଲ୍ଲା ପାଇଁ ବିଜେଡି କ’ଣ କରିଛି ବୋଲି କଲେ ପ୍ରଶ୍ନ

ଭାରସାମ୍ୟ ହରାଇ ୫ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ୨ ଯାତ୍ରୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବନଦୁର୍ଗା ପିଠ ନିକଟସ୍ଥ ବୁଲାଣିରେ ଏକ କାର ଭାର ସାମ୍ୟ ହରାଇ ରାସ୍ତାର ୫ ଫୁଟ ତଳକୁ ଖସିପଡିବ ସହିତ କାର ଚାଳକଙ୍କ ସମେତ ୨ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l…

Continue Readingଭାରସାମ୍ୟ ହରାଇ ୫ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ୨ ଯାତ୍ରୀ

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳ ବେଳା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ,ସଫେଇ କର୍ମଚାରୀ ଙ୍କୁ ପୋଷାକ ବଣ୍ଟନ,ବିଭିନ୍ନ ବରପୁତ୍ରଙ୍କୁ ମାଲ୍ୟାର୍ପଣ,ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ…

Continue Readingନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ