ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ କଟୁରୀରେ ହାଣି ଲୁଟିନେଲେ ୮୦ ହଜାର ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବୁଢ଼ାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡ଼ା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି କଟୁରୀରେ ଆକ୍ରମଣ କରି…

Continue Readingମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ କଟୁରୀରେ ହାଣି ଲୁଟିନେଲେ ୮୦ ହଜାର ଟଙ୍କା

ସେପ୍ଟେମ୍ବର ୨ ରୁ ଅନୁଗୁଳରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”, ଯୋଗ ଦେବେ ସବୁ ଜିଲ୍ଲାର କଳାକାର

ଅନୁଗୁଳ: ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଅନୁଗୁଳ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ 'କଳାକାର' ସହଯୋଗରେ ସ୍ଥାନୀୟ ସଭାଘର ଠାରେ…

Continue Readingସେପ୍ଟେମ୍ବର ୨ ରୁ ଅନୁଗୁଳରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”, ଯୋଗ ଦେବେ ସବୁ ଜିଲ୍ଲାର କଳାକାର

ଘରକୁ ଫେରିବା ବେଳେ ଦୁର୍ଘଟଣା: ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ତାଳଚେର ବଜାରରୁ ଟାଇଲସ ଦେଖି ସ୍ୱାମୀଙ୍କ ସହ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା…

Continue Readingଘରକୁ ଫେରିବା ବେଳେ ଦୁର୍ଘଟଣା: ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବିଜେଡିର ରାସ୍ତାରୋକ ଆନ୍ଦୋଳନକୁ କଂଗ୍ରେସର ନିନ୍ଦା, ବିଧାୟକ-ସାଂସଦଙ୍କୁ ପଚାରିଲେ ପ୍ରଶ୍ନ

ତାଳଚେର: ଏମସିଏଲର ମନମାନି ଓ ଏନଏଚ୍ ୫୫ ନଂ ମରାମତି ଦାବିରେ ସେପ୍ଟେମ୍ବର ୧ ରେ ବିଜେଡି ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ କରାଯିବାକୁ ଭାରତୀୟ ଜାତୀୟ କଂଗ୍ରେସ ନିନ୍ଦା କରିଛନ୍ତି। ତାଳଚେର ବିଧାୟକ ଏବଂ ଢେଙ୍କାନାଳ ସାଂସଦ ସମର୍ଥନ ଜଣାଇ…

Continue Readingବିଜେଡିର ରାସ୍ତାରୋକ ଆନ୍ଦୋଳନକୁ କଂଗ୍ରେସର ନିନ୍ଦା, ବିଧାୟକ-ସାଂସଦଙ୍କୁ ପଚାରିଲେ ପ୍ରଶ୍ନ

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ଘଟଣା, ମାଲିକ ନାଁରେ ମାମଲା ରୁଜୁ କଲା ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ମାଲିକ ଭବାନୀ ଶଙ୍କର ଦେହୁରୀଙ୍କୁ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶିଶୁ ମଙ୍ଗଳ ଅଧିକାରୀଙ୍କ ଅଭିଯୋଗ ପରେ ପୋଲିସ ଦଫା ୩୪୧,…

Continue Readingଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ଘଟଣା, ମାଲିକ ନାଁରେ ମାମଲା ରୁଜୁ କଲା ପୋଲିସ

ଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସଭାଘରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଶା ରାଜ୍ୟ ଓବିସିର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଉତ୍ସବରେ ଅନୁଗୁଳ…

Continue Readingଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

ଅନୁଗୁଳ: ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଦୃତା ଶିଶୁ ଗୃହର ଅନ୍ତେବାସୀଙ୍କ ସାମୂହିକ ଜନ୍ମୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଛି। ଏ ଅବସରରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଆଦୃତା ଅନୁଷ୍ଠାନର ଉପଦେଷ୍ଟା…

Continue Readingଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଦେଖି ବିଜେଡିରେ ମିଶିଲେ ବିଜେପି ନେତା

ଅନୁଗୁଳ: ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ। ସ୍ଥାନୀୟ ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତର ବିଜେପି କର୍ମୀ ପ୍ରଦୀପ ପ୍ରଧାନ, ନିଲୁ ସାହୁଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଆଜି ବିଧିବଦ୍ଧ ଭାବେ ବିଜେଡିର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

Continue Readingପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଦେଖି ବିଜେଡିରେ ମିଶିଲେ ବିଜେପି ନେତା

ଅନନ୍ତ ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଜାତୀୟ ସ୍ତରର କ୍ରୀଡ଼ାବିତଙ୍କୁ ସମ୍ୱର୍ଦ୍ଧନା

ତାଳଚେର: ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଜାତୀୟ କ୍ରୀଡ଼ା ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଛି। ଏମ୍.ସି.ଏଲ୍. ଜଗନ୍ନାଥ କ୍ଷେତ୍ରର ବରିଷ୍ଠ କ୍ରୀଡା ସଂଯୋଜକ ଆଇ.ଜି.ପାଢୀ ମୁଖ୍ୟ ଅତିଥି ଭାବେ…

Continue Readingଅନନ୍ତ ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଜାତୀୟ ସ୍ତରର କ୍ରୀଡ଼ାବିତଙ୍କୁ ସମ୍ୱର୍ଦ୍ଧନା

ବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ମଇଁଷି ଗୋଠରେ ପଶି ଏକ ମଇଁଷିକୁ ମାରିଛି। ଫଳରେ ତାତିଛନ୍ତି ସ୍ଥାନୀୟ ଲୋକ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ବନ୍ତଳାର…

Continue Readingବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ