ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲରେ ଆଠମଲ୍ଲିକକୁ ହରାଇ ଚମ୍ପିୟାନ ହୋଇଥିଲା। ଖେଳର ପ୍ରଥମାର୍ଧରେ ଦୁଇଟି ଯାକ ଗୋଲ ହୋଇଥିଲା।…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ଋଣ ସୁଝି ନ ପାରିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଆଠମଲ୍ଲିକ : ଋଣ ସୁଝିନପାରି ଆଠମଲ୍ଲିକ ବ୍ଲକ କିଆକଟା ଥାନା କାଦପଡ଼ା ଗ୍ରାମର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁଦାମ ଭୂୟାଁ (୪୧)। ସୁଦାମ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଓ ମହିଳା ଗ୍ରୁପରୁ ବହୁ ଟଙ୍କା ଋଣ ଆଣିଥିଲେ।…

Continue Readingଋଣ ସୁଝି ନ ପାରିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଆସନ୍ତାକାଲି ନାଲକୋରେ ଜାତୀୟ ଆଦିବାସୀ ମେଳା ‘ପରିଚୟ’ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ ଆସିବେ। ଆସନ୍ତାକାଲି ସେ ଅନୁଗୁଳ ଜିଲ୍ଲାର ନାଲକୋ ଠାରେ ପହଞ୍ଚି ଜାତୀୟ ସ୍ତରର ଆଦିବାସୀ ମେଳା "ପରିଚୟ"କୁ ଉଦଘାଟନ…

Continue Readingଆସନ୍ତାକାଲି ନାଲକୋରେ ଜାତୀୟ ଆଦିବାସୀ ମେଳା ‘ପରିଚୟ’ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାଲକୋନଗରରେ ଅଗଷ୍ଟ ୧୮ରୁ ଜାତୀୟ ଜନଜାତି କାର୍ଣିଭାଲ

ଅନୁଗୁଳ: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ୨୮ ତାରିଖ ଯାଏ ନାଲକୋନଗର ଠାରେ ଏକ ଜାତୀୟ ସ୍ତରିୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ସା ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ…

Continue Readingନାଲକୋନଗରରେ ଅଗଷ୍ଟ ୧୮ରୁ ଜାତୀୟ ଜନଜାତି କାର୍ଣିଭାଲ

ବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

ତାଳଚେର: ଏମସିଏଲ ହିଙ୍ଗୁଳା କୋଇଲା ଖଣି କ୍ଷତିଗ୍ରସ୍ତ ଆମ୍ବପାଳ ପ୍ରଜା ସଂଘର ସଭାପତି ଧର୍ମାନନ୍ଦ ମାଝୀଙ୍କ ନେତୃତ୍ୱରେ ବୁଧବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଙ୍ଗୁଳା କୋଇଲା ଖଣିକୁ ବନ୍ଦ କରାଯାଇଛି। ଗ୍ରାମର ଶତାଧିକ ମହିଳା ପୁରୁଷ ଖଣିର ବିଭିନ୍ନ ସ୍ଥାନରେ…

Continue Readingବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

ରାଧାରମଣପଡ଼ାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

ଅନୁଗୁଳ: ଆଜି ଅନୁଗୁଳ ସହରସ୍ଥିତ ରାଧାରମଣପଡ଼ା ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଜଗନ୍ନାଥ ଗଡ଼ନାୟକ ସିଂ ଙ୍କ ଆବାହକତ୍ୱରେ ସ୍ମୃତି ଚରଣ ସଭା ଆୟୋଜିତ ହୋଇଛି। ଜନସଂଖ୍ୟା ସମାଧାନ ଫାଉଣ୍ଡେନର ଜିଲ୍ଲା ସଭାପତି ଅନିରୁଦ୍ଧ…

Continue Readingରାଧାରମଣପଡ଼ାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

ଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

ଅନୁଗୁଳ: ଅନୁଗୁଳ ଇକୋ ପାର୍କ ପରିସରରେ ଗତ ପନ୍ଦର ଅଗଷ୍ଟ ସନ୍ଧ୍ୟାରେ ଏକ ମ୍ୟୁଜିକାଲ ଫାଉଣ୍ଟେନ୍‌ ଉଦ୍‌ଘାଟିତ ହୋଇଥିଲା। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। ପୌରାଧକ୍ଷ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଅଧିକାରୀ ଓ କାଉନସିଲର…

Continue Readingଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

ରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ତାଳଚେର: କୋଇଲା ଖଣିଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲଦେଇ ଢାଙ୍କିବାକୁ ନିୟମ ଥିଲେ ମଧ୍ୟ ତାଳଚେରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଫଳରେ କୋଇଲାଗୁଣ୍ଡ ଉଡ଼ି ତାଳଚେର ଅଞ୍ଚଳରେ ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି। ଏଥିପ୍ରତି ଦୃଷ୍ଟି…

Continue Readingରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବାଗେଡିଆକୁ ଟାଇ ବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ ପହଞ୍ଚିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏହାପରେ ପେନାଲ୍ଟି ସୁଟ ଆଉଟରେ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଗ୍ରାମେଶ୍ୱରୀ ମା' ବଗାଧରଙ୍କ ପୀଠରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ମଞ୍ଚର ସଭାପତି ରାଜ କିଶୋର ଦାସ ପତାକା ଉତ୍ତୋଳନ କରି ଦେଶର ଅଖଣ୍ଡତା ନିରାପତ୍ତା ରକ୍ଷା କରିବା ସହିତ ଦିବସ…

Continue Readingଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ