କୋରଡ଼ାର ନିଖୋଜ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର ନିଖୋଜ ଥିବା ଯୁବକଙ୍କର ମୃତ ଦେହକୁ ଆଜି ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ କୋରଡ଼ା ଗ୍ରାମର ଅରୁଣ ବେହେରାଙ୍କ ପୁଅ ବିକାଶ (୨୨)ନିଖୋଜ ହୋଇଥିବା…

Continue Readingକୋରଡ଼ାର ନିଖୋଜ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରର ଶେଷ ଦିନ: ତାଲିମ ନେଲେ ବିଜେଡି କାର୍ଯ୍ୟକର୍ତ୍ତା

ଅନୁଗୁଳ: ଆଜି ବିଜୁ ଜନତା ଦଳ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଚାଲିଥିବା ଜିଲ୍ଲା ପରିଷଦ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିନ। ଆଜି ଜୋନ ନଂ ୪ ଓ ଅନୁଗୁଳ ପୌରପାଳିକାର ସକ୍ରିୟ…

Continue Readingବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରର ଶେଷ ଦିନ: ତାଲିମ ନେଲେ ବିଜେଡି କାର୍ଯ୍ୟକର୍ତ୍ତା

୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ: କଟକକୁ ୦-୧ ଗୋଲରେ ପରାସ୍ତ କଲା ସୋନପୁର

ଅନୁଗୁଳ: ବଅଁପାଳ ବ୍ଲକ ତଳମୂଳ ସିମିଲିଛୁଇଁ ଠାରେ ୧୦ ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ସୋନପୁର ବିଏସଏଫ ଓ କଟକ ପଙ୍କଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକକୁ ସୋନପୁର ୦-୧ ଗୋଲରେ ପରାସ୍ତ କରିଥିଲା। କାର୍ଯ୍ୟକ୍ରମରେ…

Continue Reading୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ: କଟକକୁ ୦-୧ ଗୋଲରେ ପରାସ୍ତ କଲା ସୋନପୁର

ଛେଣ୍ଡିପଦା ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ଶିବିର: ୩୨୨ ଜଣ ଶ୍ରମିକଙ୍କୁ ୧.୭୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ କୋଶଳା କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ବଣ୍ଟନ ଶିବିର ଆୟୋଜିତ ହୋଇଛି। ଶିବିରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ…

Continue Readingଛେଣ୍ଡିପଦା ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ଶିବିର: ୩୨୨ ଜଣ ଶ୍ରମିକଙ୍କୁ ୧.୭୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ

ବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖୁଣ୍ଟାନାଳି ଗ୍ରାମରେ ଗଛରୁ ଶୁଖିଲା କାଠ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଖୁଣ୍ଟାନାଳି ଗ୍ରାମର କାଳିଆ ସାହୁ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କାଳିଆ ସାହୁ ଗୁରୁବାର ମଧ୍ୟାହ୍ନରେ ଶ୍ରମିକଙ୍କୁ…

Continue Readingବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

ଘରେ ଝଗଡ଼ା ହେବାରୁ ବିଷ ପିଇ ଯୁବକ ମୃତ

ଅନୁଗୁଳ: ଅନୁଗୁଳରେ ବିଷ ପିଇଥିବା ଜଣେ ବ୍ୟକ୍ତିଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନ ସାମାଡ(୪୫)। ସୂଚନ ମୁତାବକ, ବୁଧବାର ଘରେ ଝଗଡ଼ା ହେବାରୁ ନାଲକୋ ମୁଣ୍ଡା ହଟିଙ୍ଗରେ ରହୁଥିବା କିଶନ ବିଷ ପିଇ ଦେଇଥିଲେ। ତାଙ୍କୁ…

Continue Readingଘରେ ଝଗଡ଼ା ହେବାରୁ ବିଷ ପିଇ ଯୁବକ ମୃତ

ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନ ତଥା ଅନ୍ତିମ ପର୍ଯ୍ୟାୟରେ ରାଜ୍ୟପାଳ ରଘୁବର ଦାସ ଆଜି ସକାଳେ ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଜ୍ୟପାଳ ଆଜି ସକାଳ…

Continue Readingଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଅନୁଗୁଳରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ଉତ୍ସବରେ ବସୁଧାର ଉପଦେଷ୍ଟା ତଥା ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ…

Continue Readingଅନୁଗୁଳରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ବିଜେପି ନେତାଙ୍କ ନାମରେ ଅଭିଯୋଗପତ୍ର ଭାଇରାଲ୍

ଅନୁଗୁଳ: ଏବେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନ ନୂତନ ଭୋଟର ପଞ୍ଜିକରଣ,ନାଁ ସଂଶୋଧନ ଆଦି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ। ବୁଥ ଲେବୁଲ ଅଧିକାରୀ ମାନେ ଏହି କାର୍ଯ୍ୟ ଚାଲୁ ରଖିଥିବାବେଳେ ଆଜି ଭୋଟର ଲିଷ୍ଟ ସଂଶୋଧନ କାର୍ଯ୍ୟରେ…

Continue Readingବିଜେପି ନେତାଙ୍କ ନାମରେ ଅଭିଯୋଗପତ୍ର ଭାଇରାଲ୍

ଅବକାରୀ ଚଢ଼ଉ: ୯୫ ଲିଟର ଦେଶୀ ମହୁଲି ମଦ ଜବତ, ସମିତିସଭ୍ୟାଙ୍କ ସମେତ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ବୁଧବାର ଚଢ଼ଉ କରି ୯୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫଙ୍କ…

Continue Readingଅବକାରୀ ଚଢ଼ଉ: ୯୫ ଲିଟର ଦେଶୀ ମହୁଲି ମଦ ଜବତ, ସମିତିସଭ୍ୟାଙ୍କ ସମେତ ୫ ଗିରଫ