ବିଜେପି ମିଶ୍ରଣ ପର୍ବରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ
ଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ରନ୍ତଲେଇ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଜେଡି ନେତା ସୁଜିତ୍ ସାହୁ, ଖୁଣ୍ଡା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସେବା…
