ଟିଉସନ ମଝିରୁ ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ନାବାଳକ ମୃତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡା ପଞ୍ଚାୟତ ହରିଚନ୍ଦନପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳିକ ହେଲେ ସାଇ ପରିଡ଼ା (୧୨)। ସୂଚନା ଅନୁସାରେ, ହରିଚନ୍ଦନପୁର ଗ୍ରାମର ପାଣ୍ଡବ ପରିଡ଼ାଙ୍କ ପୁଅ ସାଇ ପରିଡ଼ା…

Continue Readingଟିଉସନ ମଝିରୁ ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ନାବାଳକ ମୃତ

ଲଭ-ସେକ୍ସ-ଧୋକା ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରତାରକ ପ୍ରେମିକ ଗିରଫ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ଆଜି କୁଲାଡ଼ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, କୁଲାଡ଼ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର…

Continue Readingଲଭ-ସେକ୍ସ-ଧୋକା ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରତାରକ ପ୍ରେମିକ ଗିରଫ

ଜେନେରେଟର ଚଳାଇବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଗଲା ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଙ୍ଗୁଲା -ବେନ୍ତପୁର ପଞ୍ଚାୟତର କାଙ୍ଗୁଲା ଗ୍ରାମର ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ ଆଘାତରେ ପ୍ରାଣ ଯାଇଛି। ମୃତକ ହେଲେ ଗାଁର କର୍ଣ୍ଣ ମହାରଣା(୫୫)। ସୂଚନା ମୁତାବକ, କର୍ଣ୍ଣ ଆଜି ସକାଳେ ଜେନେରେଟର ଚଲାଇ ପାଣି ପମ୍ପ ଚଳାଇବାକୁ ଚେଷ୍ଟା…

Continue Readingଜେନେରେଟର ଚଳାଇବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଗଲା ଜଣଙ୍କ ଜୀବନ

ସରକାରୀ ଘୋଷଣା ୨୯ରେ ଇଦ ଛୁଟି

ଅନୁଗୁଳ: ଆଜି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଇଦ୍ ଉଲ୍ ଯୁହା ଛୁଟିରେ ପରିବର୍ତ୍ତନ କରିଛନ୍ତି।ପରିବର୍ତ୍ତିତ ଘୋଷଣା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଇଦ୍ ଉଲ ଜୁହା ଛୁଟି ନ ହୋଇ ଜୁନ ୨୯…

Continue Readingସରକାରୀ ଘୋଷଣା ୨୯ରେ ଇଦ ଛୁଟି

ମନ୍ତ୍ରୀଙ୍କ ଜନ୍ମ ଦିନରେ କେକ କାଟିଲେ ବିଜେୱାଇଏମ ମୁଖପାତ୍ର

ଅନୁଗୁଳ: ଗତ ୨୬ ତାରିଖରେ ନାଲକୋ ଗେଷ୍ଟ ହାଉସ ଠାରେ କେନ୍ଦ୍ର ଶିକ୍ଷା,କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ଅବସରରେ ବିଜେୱାଇଏମ ମୁଖପାତ୍ର ତଥା ବିଜେପି ଯୁବ ନେତା ସୌମ୍ୟରଞ୍ଜନ ସାହୁ ନିଜ ସହକର୍ମୀ ମାନଙ୍କ…

Continue Readingମନ୍ତ୍ରୀଙ୍କ ଜନ୍ମ ଦିନରେ କେକ କାଟିଲେ ବିଜେୱାଇଏମ ମୁଖପାତ୍ର

ପୌରପାଳିକା ବୈଠକ:ପ୍ରତି ୱାର୍ଡରେ ହେବ ମାର୍କେଟ କମ୍ପ୍ଲେକ୍ସ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପୌରପାଳିକାର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ରହିଥିଲେ। ବୈଠକରେ ଅନୁଗୁଳ ସହର…

Continue Readingପୌରପାଳିକା ବୈଠକ:ପ୍ରତି ୱାର୍ଡରେ ହେବ ମାର୍କେଟ କମ୍ପ୍ଲେକ୍ସ

ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଗୁଳକୁ ୬ ସ୍ଵର୍ଣ୍ଣ ଓ ୩ ରୌପ୍ୟ ପଦକ

ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କିଟ୍‌ ବିଶ୍ଵବିଦ୍ୟାଳୟ ଦୂତୀ ଚାନ୍ଦ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବିଶେଷ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଗୋବିନ୍ଦ ପାଣ୍ଡେ ୨୩ ବର୍ଷରୁ କମ୍‌…

Continue Readingରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଗୁଳକୁ ୬ ସ୍ଵର୍ଣ୍ଣ ଓ ୩ ରୌପ୍ୟ ପଦକ

ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ତାତିଲା କଂଗ୍ରେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଅନୁଗୁଳ : ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଛି। ସୂଚନା ମୁତାବକ, ଜିଲ୍ଲା କଂଗ୍ରେସ କମିଟି ସଭାପତି…

Continue Readingବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ତାତିଲା କଂଗ୍ରେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବନ୍ତଳାରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗି ଖାଇଲା ଭାତ, ସୁରକ୍ଷା ଦାବିରେ ରାସ୍ତା ଅବରୋଧ କଲେ ଗାଁ ଲୋକ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ। ଆଜି ବନ୍ତଳା ବନାଞ୍ଚଳ ହିଡିସିଙ୍ଗ ଗ୍ରାମରେ ହାତୀ ଲୋକଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଫଳରେ କ୍ଷତିଗ୍ରସ୍ତ ପରିବାର ଆଜି ସକାଳୁ ସାତକୋଶିଆ ଅଭୟାରଣ୍ୟ ରାସ୍ତା ଅବରୋଧ କରିଛନ୍ତି।…

Continue Readingବନ୍ତଳାରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗି ଖାଇଲା ଭାତ, ସୁରକ୍ଷା ଦାବିରେ ରାସ୍ତା ଅବରୋଧ କଲେ ଗାଁ ଲୋକ

ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଭାରତର ବିପ୍ଳବୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନର ୫୮ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଶିକ୍ଷକପଡାସ୍ଥ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମାନସ…

Continue Readingଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନର ୫୮ତମ ପ୍ରତିଷ୍ଠା ଦିବସ ପାଳିତ